Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଅଗଷ୍ଟ, ଏହି ମାସଟି ଶିବପୂଜାରୁ ଆରମ୍ଭ ହୋଇ ଗଶେଷ ପୂଜାରେ ଶେଷ ହେବ
ଆଜିର ଖବର

ଆଜିଠାରୁ ଅଗଷ୍ଟ, ଏହି ମାସଟି ଶିବପୂଜାରୁ ଆରମ୍ଭ ହୋଇ ଗଶେଷ ପୂଜାରେ ଶେଷ ହେବ

August 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜିଠାରୁ ଅଗଷ୍ଟ, ଏହି ମାସଟି ଶିବପୂଜାରୁ ଆରମ୍ଭ ହୋଇ ଗଶେଷ ପୂଜାରେ ଶେଷ ହେବ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ଅଗଷ୍ଟ ମାସ। ହେଲେ ଓଡିଆ ମାସ ହିସାବରେ ଅଗଷ୍ଟ ହେଉଛି ଉଭୟ ଶ୍ରାବଣ ଏବଂ ଭାଦ୍ରବ ମାସ। ତେବେ ଏହି ମାସଟି ହିନ୍ଦୁ ଧର୍ମରେ ଯେମିତି ଗୁରୁତ୍ବ ପୂର୍ଣ୍ଣ ସେହିପରି ଦେଶତ୍ମକବୋଧରେ ମଧ୍ୟ ସେତିକି ଗୁରୁତ୍ବ ରହିଛି।

ତେବେ ଏକ ସଂଯୋଗବସତଃ ଏହି ମାସଟି ଶ୍ରାବଣ ସୋମବାର ବା ଶିବପୂଜାରୁ ଆରମ୍ଭ ହେଉଛି। ସେହିପରି ଏହି ମାସଟି ଗଣେଷ ପୂଜାରେ ଶେଷ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ମାସରେ କଣ ରହିଛି ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ।

ଅଗଷ୍ଟ ୧ ସୋମବାର- ଏହି ଦିନଟି ହେଉଛି ଶ୍ରାବଣ ସୋମବାର, ଏହା ହେଉଛି ତୃତୀୟ ସୋମବାର

ଅଗଷ୍ଟ ୦୨ ମଙ୍ଗଳବାର- ନାଗ ପଞ୍ଚାମୀ, ଶ୍ରାବଣ ମାସର ତୃତୀୟ ମଙ୍ଗଳ ଗୌରୀ ଉପବାସ

ଅଗଷ୍ଟ ୦୮ ସୋମବାର- ଶ୍ରାବଣ ମାସର ଚତୁର୍ଥ ସୋମବାର ବା ଶେଷ ସୋମବାର , ଏହି ପୁତ୍ରଦା ଏକାଦଶୀ ପାଳନ କରାଯିବ

ଅଗଷ୍ଟ ୦୯ ମଙ୍ଗଳବାର:  ଶ୍ରାବଣ ମାସରେ ଚତୁର୍ଥ ମଙ୍ଗଳ ବ୍ରତ ଉପବାସ,  ବିଷ୍ଣୁପବିତ୍ରାରୋପଣ

ଅଗଷ୍ଟ ୧୧ ଗୁରୁବାର- ରାକ୍ଷୀ ବନ୍ଧନ

ଅଗଷ୍ଟ ୧୨ ଶୁକ୍ରବାର- ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା

ଅଗଷ୍ଟ ୧୫ ସୋମବାର- ସ୍ବାଧୀନତା ଦିବସ

ଅଗଷ୍ଟ ୧୭ ବୁଧବାର-ସିଂହ ସଂକ୍ରାନ୍ତୀ

ଅଗଷ୍ଟ ୧୮/ ୧୯ ଶୁକ୍ରବାର/ଶନିବାର- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଅଗଷ୍ଟ ୨୩ ମଙ୍ଗଳବାର- କାଳୀୟଦଳନ ଏକାଦଶୀ

ଅଗଷ୍ଟ ୨୫ ଗୁରୁବାର- ଶିବ ଚତୁର୍ଦ୍ଦଶୀ ଉପବାସ

ଅଗଷ୍ଟ ୨୭ ଶନିବାର- ଭାଦ୍ରବ ଅମବାସ୍ୟା ଶ୍ରୀମନ୍ଦିରରେ ସପ୍ତପୁରୀ ଭୋଗ

ଅଗଷ୍ଟ ୩୧ ବୁଧବାର: ଗଣେଶ ଚତୁର୍ଥୀ

ଗଣେଷ ପୂଜା ପର୍ବପର୍ବାଣୀ ସୋମବାର
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026
Latest News

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.