Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ଢ଼ାବା ନିକଟରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ ଚାଳକ ମୃତ
ଆଜିର ଖବର

ଚିଲିକା ଢ଼ାବା ନିକଟରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ ଚାଳକ ମୃତ

August 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ଢ଼ାବା ନିକଟସ୍ଥ ନୂଆଗଡ଼ ଓଭରବ୍ରିଜ ଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତି ପ୍ରାଣ ହରାଇଛନ୍ତି।  ଉକ୍ତ ଅଞ୍ଚଳରେ ରାସ୍ତା କାମ ଜାରି ରହିଥିବା ବେଳେ ବ୍ୟକ୍ତି ଜଣକ ଭାରସାମ୍ୟ ହରାଇ ମଟରସାଇକେଲକୁ ବ୍ରିଜରେ ଧକ୍କା କରିଥିବାର ଅନୁମାନ କରାଯାଉଛି। ପଥର ଉପରେ ବ୍ୟକ୍ତିଙ୍କ ମଟରସାଇକେଲ ପଡ଼ିଥିବା ବେଳେ ତାଙ୍କ ମର ଶରୀର ମଧ୍ୟ ଉକ୍ତ ପଥର ତଳେ ଫସି ରହିଥିବାର ଦେଖାଯାଇଥିଲା।

ଖବର ପାଇ ୧୦୮ ଆମ୍ବୁଲାନ୍ସ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ପହଞ୍ଚି ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି। ତେବେ ଗାଡିଟିର ନମ୍ବର ଅନୁଯାୟୀ ମୃତକଜଣଙ୍କ ଫୁଲବାଣୀ ଜିଲ୍ଲାର ହୋଇଥିବେ ବୋଲି ଅନୁମାନ କରାଯାଉଛି।

ଚିଲିକା ଢ଼ାବା ବାଇକ ଚାଳକ ମୃତ ବାଲୁଗାଁ ଥାନା ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି

August 11, 2026

ପୂର୍ବତନ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ ମୃତ୍ୟୁଦଣ୍ଡ: ଜାଣନ୍ତୁ କାରଣ

August 11, 2026

ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ ସୂଚୀ ପ୍ରକାଶିତ: ଜାଣନ୍ତୁ ତାରିଖ

August 11, 2026

ଚିଲିକା: ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026
Latest News

ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି

August 11, 2026

ପୂର୍ବତନ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ ମୃତ୍ୟୁଦଣ୍ଡ: ଜାଣନ୍ତୁ କାରଣ

August 11, 2026

ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ ସୂଚୀ ପ୍ରକାଶିତ: ଜାଣନ୍ତୁ ତାରିଖ

August 11, 2026

ଚିଲିକା: ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.