Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»BREAKING NEWS: ପୁରୀରେ ପୁଣି ଅଗ୍ନିକାଣ୍ଡ, ମାର୍କେଟ କଂପ୍ଲେକ୍ସରେ ଲାଗିଲା ନିଆଁ
ଆଜିର ଖବର

BREAKING NEWS: ପୁରୀରେ ପୁଣି ଅଗ୍ନିକାଣ୍ଡ, ମାର୍କେଟ କଂପ୍ଲେକ୍ସରେ ଲାଗିଲା ନିଆଁ

March 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଆଜି ପୁରୀରେ ପୁଣି ନିଆଁ ଲାଗିଛି। ଗତକାଲି ପୁରୀର ମରିଚିକୋଟ ଛକରେ ଥିବା ସମ୍ରାଟ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଥିଲା। ସେଠାରେ ପ୍ରାୟ ଛତିଶ ଘଣ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା। ଏହି ଘଟଣା ନେଇ ପୁରୀବାସୀ ଆତଙ୍କିତ ଥିବା ବେଳେ ଆଜି ଅପରାହ୍ନରେ ପୁଣି ଏକ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଛି।

ଘଟଣା ଅନୁସାରେ ଅପରାହ୍ନରେ ନୀଳାଦ୍ରୀ କଂପ୍ଲେକ୍ସରେ ଏହି ନିଆଁ ଲାଗିଛି। ଏହି କଂପ୍ଲେକ୍ସରେ ରହିଛି ଓଡିଶା ହ୍ୟାଣ୍ଡଲୁମର ସୋ ରୁମ। ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ଅଗ୍ନଶମ ବିଭାଗ ପହଁଚି ନିଆଁଙ୍କୁ ଆୟତ କରିଥିବା ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026

National Doctors’ Day: ଏମ୍ସ ଭୁବନେଶ୍ୱରରେ ଚିକିତ୍ସକ, ଆବାସିକ ଡାକ୍ତର ଏବଂ ଇଣ୍ଟର୍ନଙ୍କୁ ସମ୍ବର୍ଦ୍ଧନା

July 2, 2026
Latest News

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

National Doctors’ Day: ଏମ୍ସ ଭୁବନେଶ୍ୱରରେ ଚିକିତ୍ସକ, ଆବାସିକ ଡାକ୍ତର ଏବଂ ଇଣ୍ଟର୍ନଙ୍କୁ ସମ୍ବର୍ଦ୍ଧନା

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.