Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଟ୍ରିକ ପରୀକ୍ଷା ଫଳକୁ ନେଇ ଦରମା ବନ୍ଦ ପ୍ରସଙ୍ଗ: ଉଚ୍ଚ ନ୍ୟାୟଳୟଙ୍କ ଦ୍ଵାରସ୍ଥ ହେବେ ଶିକ୍ଷକ ଶିକ୍ଷୟତ୍ରୀ
ଆଜିର ଖବର

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଦରମା ବନ୍ଦ ପ୍ରସଙ୍ଗ: ଉଚ୍ଚ ନ୍ୟାୟଳୟଙ୍କ ଦ୍ଵାରସ୍ଥ ହେବେ ଶିକ୍ଷକ ଶିକ୍ଷୟତ୍ରୀ

May 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha 10th Board Exams to Commence today
Odisha 10th Board Exams to Commence today

ଭୁବନେଶ୍ୱର: ବୌଦ୍ଧ ଶିକ୍ଷା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଫଳକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦରମାକୁ ବନ୍ଦ କରାଯାଇଛି। ଯେଉଁ ଯେଉଁ ବିଦ୍ୟାଳୟରେ ଏ-୧ ଫଳ ହୋଇନାହିଁ ସେହି ବିଦ୍ୟାଳୟ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମାକୁ ବନ୍ଦ କରିଛନ୍ତି ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ। ଯାହାକୁ ନାପସନ୍ଦ କରିଛନ୍ତି ସମସ୍ତ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ।

ଯାହା ସୂଚନା ଅଛି ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୯୭ ପ୍ରତିଶତ ଛାତ୍ର-ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୯୦ ପ୍ରତିଶତ ବିଦ୍ୟାଳୟରେ ପାସହାର ଶତ ପ୍ରତିଶତ ରହିଛି। ମୋଟ ଉପରେ କହିବାକୁ ଗଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଚେଷ୍ଟା, ଦୀର୍ଘ ତିନି ମାସ ଧରି ବିନା ଛୁଟିରେ (ରବିବାରରେ ମଧ୍ୟ) ଅତିରିକ୍ତ ସମୟରେ ଶିକ୍ଷାଦାନ କରିଛନ୍ତି। ମୋଟ ଓଡ଼ିଶାର ଏ-୧ ଗ୍ରେଡ଼ରେ ପାସ କରିଥିବା ଛାତ୍ର-ଛାତ୍ରୀଙ୍କର ହାର ୦.୭ ଥିବାସ୍ଥଳେ ବୌଦ୍ଧ ଜିଲ୍ଲା ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଏ-୧ ଗ୍ରେଡ଼ରେ ୩୦ ପ୍ରତିଶତ ଛାତ୍ର ଛାତ୍ରୀ ପାସ କଲେ ନାହିଁ ବୋଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିଷ୍ପତି ନେବା କେତେଦୂର ସମିଚୀନ? ଯାହା ଫଳରେ ବୌଦ୍ଧ ଜିଲ୍ଲାର ସମସ୍ତ ଗୁରୁକୁଳ ମାନସିକ ଓ ଆର୍ଥିକ ଚାପ ଦେଇ ଗତି କରୁଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଏହି ହିଟଲର ବ୍ୟବସ୍ଥାକୁ ବିରୋଧ କରିଛି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ, ଭୁବନେଶ୍ୱର। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦରମା ବନ୍ଦ ନୀତି ବିରୋଧରେ ରାଜ୍ୟ ସଂଘ ଉଚ୍ଚ ନ୍ୟାୟଳୟ ଏବଂ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, ମିଡ଼ିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା, କୋଷାଧକ୍ଷ ପଞ୍ଚାନନ ଜେନା ଏବଂ ଆବାହକ ନିରୋଦ ରଥ ସୂଚନା ଦେଇଛନ୍ତି।

ଉଚ୍ଚ ନ୍ୟାୟଳୟ ମାଟ୍ରିକ ପରୀକ୍ଷା ଫଳ
Share. Facebook Twitter LinkedIn Email WhatsApp Copy Link

Related Posts

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.