Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ରାଜ୍ୟ କଂଗ୍ରେସ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ରାଜ୍ୟ କଂଗ୍ରେସ

July 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
SuraRautray
ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ନୂତନ କମିଟି ଘୋଷଣା କରିଛନ୍ତି। ସେମାନେ ହେଲେ

ଉପଦେଷ୍ଟା
ସୁଧାଂଶୁ ଶେଖର ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶିର କୁମାର ପରିଡ଼ା, ବିଶ୍ୱଭୂଷଣ ଛୋଟରାୟ, ଅମିତ କୁମାର ମହାନ୍ତି, ସ୍ୱାଗତିକା ପଟ୍ଟନାୟକ, କଳିଙ୍ଗ ସାହୁ, ପ୍ରମୋଦ ସାହାଣି, ନଗେନ ସିଂ, ପଦ୍ମଚରଣ ସୁବୁଦ୍ଧି, ଇନ୍ଦୁ ଭୂଷଣ ଭଞ୍ଜ, ସୁନିଲ କୁମାର ରାଉତରାୟ, ଯୋଗିନାଥ ବାହୁ ବଳେନ୍ଦ୍ର, ପ୍ରମୋଦ ହରିଚନ୍ଦନ।

ଉପ ସଭାପତି
ଅଶୋକ ପାତ୍ର, ସରଣେଶ୍ୱର ସାହୁ, ନୃସିଙ୍ଗ ନାଥ ମିଶ୍ର, ବିଜୟ କିଶୋର ଶିଶିର ଶେଖର ପଟ୍ଟନାୟକ, କୁମାର ଶିଲାଦିତ୍ୟ ପଟ୍ଟନାୟକ, ଧନେଶ୍ୱର ରାଉତରାୟ, ତ୍ରିଲୋଚନ ପ୍ରଧାନ, ମହମ୍ମଦ ଆକବର, ସୁଧାଂଶୁ ମୋହନ ପଟ୍ଟନାୟକ, ସୁବାଷ ପାତ୍ର, ପ୍ରଦୀପ କୁମାର ସ୍ୱାଇଁ, କାଳନ୍ଦୀ ମାଝୀ, ବେଣୁଧର ଭୋଇ, ପ୍ରଶାନ୍ତ ପରିଡ଼ା, ପ୍ରଦୀପ କୁମାର ସାହୁ, ଅଜିତ ଶ୍ରୀଚନ୍ଦନ

ସାଧାରଣ ସଂପାଦକ
ପୂର୍ଣ୍ଣ ଚନ୍ଦ୍ର ଜେନା, ଆଲୋକ ମହାନ୍ତି, ପ୍ରଦୋଷ ହରିଚନ୍ଦନ, ମୃତ୍ୟୁଞ୍ଜୟ ଛୋଟରାୟ, ବିଶ୍ୱଜିତ ରାଉତରାୟ, ରଘୁନାଥ ମଙ୍ଗରାଜ, ବିଭାଷ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ବଳିଆରସିଂ, ବିଶ୍ୱନାଥ ଭୋଇ, ଲୁସେନ ରାୟ, ଧୃବ ଚରଣ ମହାପାତ୍ର, ହରି ସୁବୁଦ୍ଧି, ତାପସ କୁମାର ସେଠୀ, ସମସର ଅଲ୍ଲି, ଫକୀର ମୋହନ ସାହୁ।

ସଂପାଦକ
ଇନା ହଲିମ ଖାନ, ଶ୍ରୀମତୀ ଜୟନ୍ତୀ ରାୟ, ବିଭୂତି ହରିଚନ୍ଦନ, ଦିଲ୍ଲୀପ ସେଠୀ, ବିଦ୍ୟୁତକାନ୍ତି ଦତ, ସୁଶାନ୍ତ କୁମାର ଜେନା, ଜିତେନ୍ଦ୍ର ବରାଳ, ଶରତ ଚନ୍ଦ୍ର ସାହୁ, ସୁଧାକର ଜେନା, ସଂଗ୍ରାମ ସାମଲ, ଗିତାଞ୍ଜଳି ସେଠୀ, ସିତା ରାଉତ, ଉଗ୍ରସେନ ବିଶ୍ୱାଳ, ସନ୍ତୋଷ କୁମାର ଷଡ଼ାଙ୍ଗୀ
ଏହି କମିଟିରେ ଖୋର୍ଦ୍ଧା ବ୍ଲକ କଂଗ୍ରେସ ସଭାପତି ଭାବରେ ପଦ୍ମଚରଣ ରାୟ, ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଭାବରେ ବିଷ୍ଣୁ ପ୍ରସାଦ ବାହିନୀପତି, ଜଟଣୀ ବ୍ଲକ କଂଗ୍ରେସ ସଭାପତି ଭାବରେ ଧୃବ ଚରଣ ମହାପାତ୍ର ନିଯୁକ୍ତି ପାଇଛନ୍ତି ।

କଂଗ୍ରେସ କମିଟ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଧାୟକ ସୁର ରାଉତରାୟ ରାଜ୍ୟ କଂଗ୍ରେସ ସୁର ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026
Latest News

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.