Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସ ଘୋଷଣା କଲା ଜିଲ୍ଲା କମିଟି ତାଲିକା, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ
ଆଜିର ଖବର

କଂଗ୍ରେସ ଘୋଷଣା କଲା ଜିଲ୍ଲା କମିଟି ତାଲିକା, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ

December 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୋହନ ପରିଡ଼ାଙ୍କ ପ୍ରସ୍ତାବକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତା, କାର୍ଯ୍ୟକାରୀ କମିଟି, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବ୍ଲକ/ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ନାମ ଅନୁମୋଦନ କରିଛନ୍ତି ।

ଏହି କମିଟିରେ ଉପସଭାପତି ଭାବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ, ନିକୁଞ୍ଜ ବିହାରି ମିଶ୍ର, ଦେବେନ୍ଦ୍ର ନାଥ ନାୟକ, ସୁରଥ ଚନ୍ଦ୍ର ସାହୁ, ଗୌରହରି ନାୟକ, ବସନ୍ତ କୁମାର ଦାସ ଓ ଶ୍ରୀମତୀ ମିନତୀ ନାୟକ ରହିଥିବା ବେଳେ କୋଷାଧକ୍ଷ ଭାବରେ ଲଳିତ ମୋହନ ନାୟକ ରହିଛନ୍ତି । ସେହିଭଳି ଭାବରେ ସାଧାରଣ ସଂପାଦକ ଭାବରେ ସର୍ବଶ୍ରୀ କ୍ଷୀରୋଦ କୁମାର ରାଉତ, ତ୍ରିଲୋଚନ ପଣ୍ଡା, ବିଜୟ କୁମାର ସ୍ୱାଇଁ, ଯଶୋବନ୍ତ ଖୁଂଟିଆ, କିଶୋର କୁମାର ସାହୁ, ଗୋବିନ୍ଦ ମହାନ୍ତ, ମୂରଲୀଧର ବେହେରା ଓ ସରୋଜ କୁମାର ବାଘେଲବାବୁ ରହିଛନ୍ତି ।

ସମ୍ପାଦକ ଭାବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ଜେନା, ରାମଚନ୍ଦ୍ର ମହାରଣା, ନାକଫୋଡ଼ି ପ୍ରଧାନ, କୈଳାସି ଚନ୍ଦ୍ର ବାରିକ, ଦୌପ୍ରଦୀ ନାୟକ, ଦେବାଶିଷ ସାହୁ, ଦିଲ୍ଲିପ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, ସୁବାଷ ଚନ୍ଦ୍ର ପ୍ରଧାନ, କୁଞ୍ଜବିହାରୀ ମହାନ୍ତ, ଯାଗବିର ଦିଷା, ଦୋଲୁ ଦଳ ବେହେରା, ରୁପ ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ନାୟକ, ଉମେଶ ଚନ୍ଦ୍ର ଗିରି, ସୁରେଖା ଜେନା ଓ ଚିତରଞ୍ଜନ ପଣ୍ଡା ପ୍ରମୁଖ ରହିଛନ୍ତି ।

କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ସର୍ବଶ୍ରୀ ସୁରେଶ ଜେନା, ପ୍ରଶାନ୍ତ କୁମାର ପାଲ, ଏମଡି ମୋକିମ, ସୁବତ୍ର କୁମାର ପ୍ରଧାନ, ଆର୍ତତ୍ରାଣ ଦାସ, ରାମଚନ୍ଦ୍ର ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରବିଣା ଦଣ୍ଡପାଟ, ଯୁବ କଂଗ୍ରେସ ସଭାପତି ସୁନେଶ ଧିର, ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ସେବାଦଳ ମୁଖ୍ୟ ବିରଭଦ୍ର ମହାନ୍ତ, ଆରଜିପିଆରଏସ ଅଧ୍ୟକ୍ଷ ସୁଦର୍ଶନ ପାଇକରାୟ, ଅନୁସୂଚିତ ଜନ ଜାତି ବିଭାଗ ଅଧ୍ୟକ୍ଷ ବିନୋଦ ବିହାରୀ ନାୟକ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରମାକାନ୍ତ ପଣ୍ଡା, ପଛୁଆବର୍ଗ ଅଧ୍ୟକ୍ଷ ଯଦୁମଣି ବାରିକ, କିଷାନ କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ଲିଗାଲ ସେଲ ଅଧ୍ୟକ୍ଷ ସୁରଜିତ ଦାସ, ଆରଟିଆଇ ସେଲ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଏସ୍‌କେ ଅଜିଜ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ସୁଢ଼ଳ କୁମାର ସେଠୀ, ସହ ଅଧ୍ୟକ୍ଷ ତାରିଣୀ ପଟ୍ଟନାୟକ, ମୁଖପାତ୍ର ଆଲୋକ ମିଶ୍ର ଓ ସଂଗିତା ସିଂ ପ୍ରମୁଖ ରହିଛନ୍ତି ।

ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ହୃଷିକେଶ ନାୟକ, କୃଷଚନ୍ଦ୍ର ମହାନ୍ତି, ଆଲୋକ ମିଶ୍ର, ମନୋଜ କୁମାର ଜେନା, ଚର୍ତୁଭୁଜ ନାୟକ, ବିପ୍ଳବ ମିଶ୍ର, ବିଦ୍ୟାଧର ଦାସ, ଶ୍ରୀକାନ୍ତ ସେଠୀ, ବ୍ରଜବିହାରୀ ଜେନା, ଶ୍ରୀଧର ଦଳେଇ, ଲକ୍ଷ୍ମଣ ଦାସ, ନାରାୟଣ ପ୍ରଧାନ, ମହୁରା ମହାନ୍ତ, ପ୍ରଶାନ୍ତ କୁମାର ଦଳେଇ ଓ ସଂଗ୍ରାମ ଦାସ ପ୍ରମୁଖ ରହିଛନ୍ତି ।

ତତ୍ ସଂଗେ ସଂଗେ ଜିଲ୍ଳାର ଆନନ୍ଦପୁର ବ୍ଲକ କଂଗ୍ରେସ ସଭାପତି ଭାବରେ ବିଷ୍ଣୁ ଚରଣ ସାହୁ ରହିଥିବା ବେଳେ ହାଟଡିହି-ସୁବ୍ରତ କୁମାର ମହାପାତ୍ର, ଆନନ୍ଦପୁର ମୁନିସ୍‌ପାଲଟି-ହାଡ଼ିବନ୍ଧୁ ଖୁଂଟିଆ, ଘଷିପୁରା-ସୁବ୍ରତ କୁମାର ଚକ୍ର, ଘଟଗାଁ-ପ୍ରଭାକର ନାୟକ, ହରିଚନ୍ଦନପୁର-ଲକ୍ଷ୍ମଣ କୁମାର ମହାନ୍ତ, ତେଲକୋଇ-ଶଶିକାନ୍ତ ଧିର, ବଂଶପାଲ- ପ୍ରଦୀପ କୁମା ପ୍ରଧାନ, କେନ୍ଦୁଝର ସଦର- ଉତମ କୁମାର ସାହୁ, କେନ୍ଦୁଝରଗଡ଼ ମୁନିସ୍‌ପାଲଟି- ମନୋରଞ୍ଜନ ମିଶ୍ର, ଝୁମ୍ପୁରା-ସଚିଦାନନ୍ଦ ମିଶ୍ର, ପାଟଣା-ଶତୃଘ୍ନ ସିଂ, ସାହରାପଡ଼ା- ମକୁନ୍ଦ ମହାନ୍ତ, ବଡବିଲ ମୁନସି୍‌ପାଲଟି-ଅମିତ ମହାନ୍ତ, ଜୋଡ଼ା ମୁନିସ୍‌ପାଲଟି-ସୁବ୍ରତ କୁମାର ନାୟକ, ଯୋଡ଼ା-ଚନ୍ଦ୍ରବିର ମହାନ୍ତ, ଚମ୍ପୁଆ-ରଞ୍ଜିତ ବେହେରା ଓ ଚମ୍ପୁଆନ ଏନଏସି–ସଫାକତ ଅନସାରୀ ନିଯୁକ୍ତି ପାଇଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

କଂଗ୍ରେସ ପ୍ରଦେଶ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026

‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.