Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ
ଆଜିର ଖବର

କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ

January 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ

ଭୁବନେଶ୍ବର: ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ। ସେଥିପାଇଁ ରାଜ୍ୟ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବରର ପିଏମଜି ଛକରେ ତାଙ୍କର ବିରାଟ ସାଧାରଣ ସଭାର ଆୟୋଜନ ହେବ। ସେଠାରେ ଓଡିଶା ବଞ୍ଚାଅ ଆନ୍ଦୋଳନରେ ଖଡଗେ ସାମିଲ ହେବେ।

ଆଜି ସେ ଦିନ 11ଟା 45 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ତାଙ୍କୁ ସ୍ବାଗତ କରାଯାଇ ସଭାସ୍ଥଳକୁ ଅଣାଯିବ। ସେଠାରେ ଖଡଗେ କଂଗ୍ରେସ କର୍ମିଙ୍କୁ ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ କଂଗ୍ରେସ ଭବନରେ କର୍ମିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Election2024 mallikarjun khadage କଂଗ୍ରେସ ନିର୍ବାଚନ2024 ମଲ୍ଲିକାର୍ଜ୍ଜୁନ ଖଡଗେ
Share. Facebook Twitter LinkedIn Email WhatsApp Copy Link

Related Posts

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ, ଏହାର ରହସ୍ୟ କଣ?

June 8, 2026

ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ

June 8, 2026

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026
Latest News

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ, ଏହାର ରହସ୍ୟ କଣ?

June 8, 2026

ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ

June 8, 2026

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.