Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡି ଛାଡିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି
ଆଜିର ଖବର

ବିଜେଡି ଛାଡିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି

March 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଛାଡିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଥିବାର ଜଣାପଡିଛି। ଅନୁଭବ ମହାନ୍ତି ବହୁ ଦିନ ଧରି ବିଜେଡିରୁ କଣଠୋସା ହୋଇ ରହିଥିଲେ। ମୁଖ୍ୟତଃ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଛେଦ ନେଇ ସେ ବିବାଦରେ ଥିଲେ। ଫଳରେ ଦଳ ତାଙ୍କୁ କୌଣସି କାର୍ଯ୍ୟରେ ଲୋଡି ନ ଥିବାର ଜଣାପଡିଛି।

ଅନୁଭବ ମହାନ୍ତି ପ୍ରଥମେ ରାଜ୍ୟସଭା ସଦସ୍ୟ ଭାବେ ଦଳ ତାଙ୍କୁ ମନୋନିତ କରିଥିଲା। ଏହାପରେ ତାଙ୍କୁ ଦଳ ଗତ 2019 ନିର୍ବାଚନରେ କେନ୍ଦ୍ରାପଡାରୁ ଲଢେଇ କରିବା ପାଇଁ ପଠାଇଥିଲା। ସେତେବେଳେ ସେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ ବହୁ ଭୋଟରେ ହରାଇଥିଲେ। ବର୍ତ୍ତମାନ ସେ ବିଜେଡି ଛାଡିବା ପରେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।

Election2024 odishaelection2024 ଅନୁଭବ ମହାନ୍ତି ନିର୍ବାଚନ2024 ବିଜେଡ଼ି ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

Vigilance Raid: ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ୧୧୫ ଟି ପ୍ଲଟ

July 20, 2025

ଆସନ୍ତାକାଲିଠାରୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶାନ୍ତିପୂର୍ଣ୍ଣ ପ୍ରତିବାଦ

July 20, 2025

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ତେରଚ୍ଛା ବାଣ ମାରିଲେ ସମୀର ଦାସ, କହିଲେ ……

July 20, 2025

ବାଲେଶ୍ବର ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି

July 20, 2025
Latest News

Vigilance Raid: ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ୧୧୫ ଟି ପ୍ଲଟ

July 20, 2025

ଆସନ୍ତାକାଲିଠାରୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶାନ୍ତିପୂର୍ଣ୍ଣ ପ୍ରତିବାଦ

July 20, 2025

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ତେରଚ୍ଛା ବାଣ ମାରିଲେ ସମୀର ଦାସ, କହିଲେ ……

July 20, 2025

ବାଲେଶ୍ବର ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି

July 20, 2025

ଲିଙ୍ଗ ପରିବର୍ତ୍ତନ ପରେ ମହିଳା କ୍ରିକେଟ ଦଳରେ ଖେଳିପାରିବେ କି ଅନୟା ବାଙ୍ଗର?: ଜାଣନ୍ତୁ ICCର ନିୟମ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.