Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାନ ଗଛରେ ସଜା ଯାଇ ଓଡିଶାରେ କରାଯାଇଛି ଭିନ୍ନ ଏକ ମତଦାନ କେନ୍ଦ୍ର, ଜାଣନ୍ତୁ କେଉଁଠି
ଆଜିର ଖବର

ପାନ ଗଛରେ ସଜା ଯାଇ ଓଡିଶାରେ କରାଯାଇଛି ଭିନ୍ନ ଏକ ମତଦାନ କେନ୍ଦ୍ର, ଜାଣନ୍ତୁ କେଉଁଠି

June 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାନ ଗଛରେ ସଜା ଯାଇ ଓଡିଶାରେ କରାଯାଇଛି ଭିନ୍ନ ଏକ ମତଦାନ କେନ୍ଦ୍ର, ଜାଣନ୍ତୁ କେଉଁଠି

ଭୁବନେଶ୍ବର: ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଏଥିରେ ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମୟୁରଭଂଜ ଏବଂ ବାଲେଶ୍ବର। ଏଥିସହିତ ଏହା ଅଧିନରେ ଥିବା 42ଟି ବିଧାନସଭାରେ ମଧ୍ୟ ଏକକାଳିନ ନିର୍ବାଚନ ହେଉଛି।

ତେବେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ବିଭିନ୍ନ ବୁଥରେ ଭିନ୍ନ ଭିନ୍ନପ୍ରକାରରେ ସାଜସଜ୍ଜା କରାଯାଇଛି। ସେହିପରି ଏକ ବୁଥକୁ ପାନ ଗଛରେ ସଜାସାଇଛି। ଏହି ବୁଥର ପ୍ରବେଶ ପଥରେ ପାନ ଗଛ ପୋତାଯାଇ ସୁନ୍ଦର ଭାବେ ସଜାଯାଇଛି। କାଳେ ପାନ ଗଛ ମରିଯିବ ସେଥିପାଇଁ ମଝିରେ ମଝିରେ ପାଣି ସିଞ୍ଚନ କରାଯାଉଛି। ଏହି ବୁଥଟି ପୁରୀ ଜିଲ୍ଲାର କାକଟପୁର ବୁଥରେ କରାଯାଇଛି। ଯାହା ଭୋଟରଙ୍କୁ ବେଶ ଆକୃଷ୍ଠ କରିବାରେ ଲାଗିଛି।

odisha voting ଓଡିଶା ନିର୍ବାଚନ 2024 ଶେଷ ପର୍ଯ୍ୟାୟ ମତଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗର ଫାଲଟା ବିଧାନସଭା ପୁନଃ ମତଦାନ ଆରମ୍ଭ

May 21, 2026

ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ! ଚେତାବନୀ ଦେଲା ଜାତିସଂଘ

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026
Latest News

ପଶ୍ଚିମବଙ୍ଗର ଫାଲଟା ବିଧାନସଭା ପୁନଃ ମତଦାନ ଆରମ୍ଭ

May 21, 2026

ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ! ଚେତାବନୀ ଦେଲା ଜାତିସଂଘ

May 21, 2026

ଆଜି ଅନ୍ତର୍ଜାତୀୟ ଚା ଦିବସ, ଜାଣନ୍ତୁ ଚା’ର ପ୍ରକାର ବିଷୟରେ

May 21, 2026

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.