Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିମ୍ସଟେକ୍ ବିଦେଶ ମନ୍ତ୍ରୀଗଣ
ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିମ୍ସଟେକ୍ ବିଦେଶ ମନ୍ତ୍ରୀଗଣ

July 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିମ୍ସଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ସାକ୍ଷାତ କରିଛନ୍ତି। ଯୋଗାଯୋଗ, ଶକ୍ତି, ବାଣିଜ୍ୟ, ସ୍ୱାସ୍ଥ୍ୟ, କୃଷି, ବିଜ୍ଞାନ, ନିରାପତ୍ତା ଏବଂ ନାଗରିକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗୋଷ୍ଠୀ ସହିତ ଫଳପ୍ରଦ ଆଲୋଚନା କରିଥିଲେ। ଆର୍ଥିକ ଓ ସାମାଜିକ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିମ୍ସଟେକ୍ ର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସେ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ, ସ୍ଥିର ଓ ସୁରକ୍ଷିତ ବିମ୍ସଟେକ୍ ଅଞ୍ଚଳ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏଥିସହିତ ଭାରତର ପଡ଼ୋଶୀ ପ୍ରଥମ ଓ ଲୁକ୍ ଇଷ୍ଟ ନୀତି ତଥା ଏହି ଅଞ୍ଚଳରେ ସମସ୍ତଙ୍କ ନିରାପତ୍ତା ଓ ଅଭିବୃଦ୍ଧି ପାଇଁ ସାଗର ସଂକଳ୍ପ ଉପରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଥିଲେ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ‘ଅକୱାନ’କୁ ନେଇ କଟକରେ ହାଇଆଲର୍ଟ! ସମସ୍ତ ସ୍କୁଲ ଛୁଟି, ନଦୀଘାଟକୁ ଯିବା ମନା

November 20, 2026

ଚାକିରିଆଙ୍କ ପାଇଁ ଖୁସି ଖବର, PF ଟଙ୍କା ଉଠାଣ ନିୟମରେ EPFOର ବଡ଼ ପରିବର୍ତ୍ତନ

November 20, 2026

ସଙ୍କଟରେ ସ୍ପାଇସଜେଟ୍! ଦିନକୁ ବାତିଲ ହେଉଛି ଅଧିକାଂଶ ବିମାନ, ଏକ ସପ୍ତାହରେ ଟଙ୍କା ନ ମିଳିଲେ ବନ୍ଦ ହୋଇପାରେ ଉଡ଼ାଣ

November 20, 2026

ଅଧାରେ ରହିଗଲା ସ୍କୁଲ ଯିବା ସ୍ୱପ୍ନ, ଅଜାଙ୍କ ସହ ନାତିଙ୍କ ମୃତ୍ୟୁ

November 20, 2026
Latest News

ବାତ୍ୟା ‘ଅକୱାନ’କୁ ନେଇ କଟକରେ ହାଇଆଲର୍ଟ! ସମସ୍ତ ସ୍କୁଲ ଛୁଟି, ନଦୀଘାଟକୁ ଯିବା ମନା

November 20, 2026

ଚାକିରିଆଙ୍କ ପାଇଁ ଖୁସି ଖବର, PF ଟଙ୍କା ଉଠାଣ ନିୟମରେ EPFOର ବଡ଼ ପରିବର୍ତ୍ତନ

November 20, 2026

ସଙ୍କଟରେ ସ୍ପାଇସଜେଟ୍! ଦିନକୁ ବାତିଲ ହେଉଛି ଅଧିକାଂଶ ବିମାନ, ଏକ ସପ୍ତାହରେ ଟଙ୍କା ନ ମିଳିଲେ ବନ୍ଦ ହୋଇପାରେ ଉଡ଼ାଣ

November 20, 2026

ଅଧାରେ ରହିଗଲା ସ୍କୁଲ ଯିବା ସ୍ୱପ୍ନ, ଅଜାଙ୍କ ସହ ନାତିଙ୍କ ମୃତ୍ୟୁ

November 20, 2026

ବୃଦ୍ଧାବସ୍ଥାରେ ଚାଷୀଙ୍କୁ ମିଳିବ ମାସିକ ୩,୦୦୦ ଟଙ୍କା ପେନସନ! ସ୍ୱାମୀ-ସ୍ତ୍ରୀ ଉଭୟ ପାଇପାରିବେ ୬,୦୦୦, ଜାଣନ୍ତୁ ଯୋଜନାର ନିୟମ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.