Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଟୁଇନ ସିଟ ସହିତ ରାଞ୍ଚିରୁ ମଧ୍ୟ ମିଲିଲା ପାଞ୍ଚଟି ସିମବକ୍ସ
ଆଜିର ଖବର

ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଟୁଇନ ସିଟ ସହିତ ରାଞ୍ଚିରୁ ମଧ୍ୟ ମିଲିଲା ପାଞ୍ଚଟି ସିମବକ୍ସ

August 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଟୁଇନ ସିଟ ସହିତ ରାଞ୍ଚିରୁ ମଧ୍ୟ ମିଲିଲା ପାଞ୍ଚଟି ସିମବକ୍ସ

ଭୁବନେଶ୍ବର: ବର୍ତ୍ତମାନ ଭୁବନେଶ୍ବର କଟକରୁ ସିମବକ୍ସ ମିଳିବା ପରେ ରାଞ୍ଚିରୁ ମଧ୍ୟ ତାହା ମିଳିଛି। ଓଡିଶା ପୋଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରାଞ୍ଚି ନେବା ପରେ ଏହି ଘଟଣା ପଦାକୁ ଆସିଛି। ରାଞ୍ଚି ବିର୍ସା ମୁଣ୍ଡା ବସ ଷ୍ଟାଣ୍ଡ ନିକଟରୁ ପାଞ୍ଚଟି ସିମ ବକ୍ସ ସହିତ ବହୁ ପରିମାଣର ସିମ କାର୍ଡ ମିଳିଛି। ଫଳରେ ଏହାର ଚେର ଢେର ଲମ୍ବା ବୋଲି ପୋଲିସ ଜାଣିବାକୁ ପାଇଛି।

ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିଶନରେଟ ପୋଲିସ ଗିରଫ କରିବା ପରେ ତାକୁ ପାଞ୍ଚଦିନିଆ ରିମାଣ୍ଡରେ ନେଇଛି। ପ୍ରଥମେ ଭୁବନେଶ୍ବରରୁ ସିମବକ୍ସ ମିଳିବା ପରେ ପୁଣି କଟକରୁ ଏହି ସିମବକ୍ସ ଏବଂ ବିପୁଳ ପରିମାଣର ସିମକାର୍ଡ ମିଳିଛି। ଏହାପରେ ସେମାନଙ୍କର ଚେର ରାଞ୍ଚି ପର୍ଯ୍ୟନ୍ତ ଲମ୍ବିଥିବାର ଜଣାପଡିବା ପରେ ପୋଲିସ ତାକୁ ରାଞ୍ଚି ନେଇ ଏହି ବକ୍ସ ଜବତ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ଟି ସିମବକ୍ସ ମିଳିଛି।

ତେବେ ଏଗୁଡିକ କିଛି ଆତଙ୍କିବାଦ କାର୍ଯ୍ୟକଳାପରେ ବ୍ୟବହାର ହେଉଥିଲା ନା ଠକିବା ଉଦ୍ଦେଶ୍ୟରେ ସେ ନେଇ ପୋଲିସ ଖୋଳତାଡ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଜି.ଏଚ୍. ଭିକ୍ଟର ଜୋସେଫଙ୍କ ଦାୟିତ୍ୱ ଗ୍ରହଣ

July 7, 2026

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

July 7, 2026

SIR କର୍ମଶାଳାରେ ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

July 7, 2026

‘ଭାରତ ଠାରୁ ଜିତିବା ଭଲ ଲାଗେ’: ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ମଧ୍ୟ ବଡ଼ ବିବୃତ୍ତି ଦେଲେ ବେଥେଲ୍

July 7, 2026
Latest News

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଜି.ଏଚ୍. ଭିକ୍ଟର ଜୋସେଫଙ୍କ ଦାୟିତ୍ୱ ଗ୍ରହଣ

July 7, 2026

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

July 7, 2026

SIR କର୍ମଶାଳାରେ ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

July 7, 2026

‘ଭାରତ ଠାରୁ ଜିତିବା ଭଲ ଲାଗେ’: ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ମଧ୍ୟ ବଡ଼ ବିବୃତ୍ତି ଦେଲେ ବେଥେଲ୍

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.