Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାସ୍ତରୀୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଭାସୀ ଯୋଗେ ପ୍ରସ୍ତୁତି ବୈଠକ
ଆଜିର ଖବର

ଜିଲ୍ଲାସ୍ତରୀୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଭାସୀ ଯୋଗେ ପ୍ରସ୍ତୁତି ବୈଠକ

October 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ସୋମବାରଅପରାହ୍ନ ୦୩:୦୦ ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଭାସୀ ଯୋଗେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଯନ୍ତ୍ରି, ତହସିଲଦାର, ବିଦ୍ୟୁତ ବିଭାଗ, ଟେଲିକମ ବିଭାଗ, କୃଷି ବିଭାଗ, ୱାଟ କୋ, ଆର ଡବ୍ଲ୍ୟୁ ଏସ ଏସ, ପୋଲିସ, ଫରେଷ୍ଟ, ଫେୟାର ଏବଂ ଯୋଗାଣ ବିଭାଗ ଅଧିକାରୀ ଡେପୁଟି କଲେକ୍ଟର (ଜରୁରୀକାଳୀନ), ସିଡିଏମ୍ଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ  ଅଧିକାରୀଙ୍କୁ ମେଡିଆ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସୋସିଆଲ୍ ମେଡିଆ ଇତ୍ୟାଦି ସମସ୍ତ ବିଭାଗ ଆଗୁଆ ତତ୍ପର ରହି ବାତ୍ୟାକୁ ମୁକାବିଲା କରିବାକୁ ଆହ୍ୱାନ କରିଥିଲେ।

ପାଣି ଟ୍ୟାଙ୍କର ସହ ପାଣି ବୋତଲ ମହଜୁଦ ରଖିବାକୁ PHD ଏବଂ RWSSଙ୍କୁ ପରାମର୍ଶ ଦେଇଥିଲେ। ସିଡିଏମ୍ଓ ଙ୍କୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ORS, Medicine, ଆମ୍ବୁଲାନ୍ସ ମହଜୁଦ ରଖିବାକୁ / ଅଙ୍ଗନବାଡି  କେନ୍ଦ୍ରରେ  ଗର୍ଭବତୀ ମା ଏବଂ ଶିଶୁମାନଙ୍କ ପ୍ରତି ଯତ୍ନଶୀଳ ହୋଇ ସେମାନଙ୍କର ଖାଦ୍ୟ ମହଜୁଦ ରଖିବାକୁ ଏବଂ ସେମାନଙ୍କ  ବ୍ୟବସ୍ଥା କରିବାକୁ / କୃଷି ବିଭାଗକୁ drone camera ରେ ଫଟୋ  ଉଠାଇ କ୍ଷୟକ୍ଷତିର ଆକଳନ କରାଇବା ସହ  / ବିଦ୍ୟୁତ ବିଭାଗକୁ ଏବଂ ଟେଲିକମ୍ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । Fireman ସେମାନଙ୍କ ଯନ୍ତ୍ରପାତି ମହଜୁଦ ରଖି / ପଶୁସମ୍ପଦ ବିଭାଗ ପ୍ରାଣୀମାନଙ୍କ ଚିକିତ୍ସା ନିମନ୍ତେ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ମେଡିଆ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସୋସିଆଲ ମେଡିଆ ଏବଂ ଡେପୁଟି କଲେକ୍ଟର (ଜରୁରୀ) ବିଭାଗଙ୍କ ସମନ୍ୱୟରେ କରାଯିବାକୁ କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ  ପରିସ୍ଥିତି ଦେଖି ସ୍କୁଲ ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ। ସେଥିପାଇଁ ଆଗକୁ ପ୍ରସ୍ତୁତ ରହିବାକୁ ଉପଦେଶ ଦେଇଥିଲେ, ଓଡ୍ରାଫ୍ ଟିମ ସଜାଗ ରହିବା ସହ ସବୁ ବୋଟ ମହଜୁଦ ରଖିବାକୁ ପରାମର୍ଶ ଦେଇଥିଲେ।

ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରଯାଇଥିଲା।

ଖୋର୍ଦ୍ଧା ପ୍ରସ୍ତୁତି ବୈଠକ ସମ୍ଭାବ୍ୟ ବାତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026
Latest News

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.