Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ବୋର୍ଡର ବଡ ନିଷ୍ପତ୍ତି, ଲେଭଲ୍ -1 ପଦ ପାଇଁ ଦଶମ ପାସ୍ ପିଲାଙ୍କୁ ମିଳିବ ମଧ୍ୟ ସୁଯୋଗ
ଆଜିର ଖବର

ରେଳ ବୋର୍ଡର ବଡ ନିଷ୍ପତ୍ତି, ଲେଭଲ୍ -1 ପଦ ପାଇଁ ଦଶମ ପାସ୍ ପିଲାଙ୍କୁ ମିଳିବ ମଧ୍ୟ ସୁଯୋଗ

January 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Indian Railways
ଅଣ ଅନୁମୋଦିତ ଖାଦ୍ୟ ଓ ପାନୀୟ ବିକ୍ରି ନେଇ ଆଇଆରସିଟିସିର ଚଢ଼ଉ ଜୋରଦାର

ନୂଆଦିଲ୍ଲୀ: ଭାରତୀୟ ରେଳ ଲେଭଲ୍ -1 (ପୂର୍ବ ଗ୍ରୁପ୍ ଡି) ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ ଆଶ୍ଵସ୍ତି ଦେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀ କିମ୍ବା ଆଇଟିଆଇ ଡିପ୍ଲୋମା ଧାରକ କିମ୍ବା ନ୍ୟାସନାଲ୍ ଆପ୍ରେଣ୍ଟିସିପ୍ ସାର୍ଟିଫିକେଟ୍ (NAC) ନ୍ୟାସନାଲ୍ କାଉନସିଲ୍ ଅଫ୍ ଭୋକେସନାଲ୍ ଟ୍ରେନିଂ (ଏନସିଭିଟି) ଦ୍ୱାରା ପ୍ରମାଣ ପତ୍ରଧାରକ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ।

ଏହାପୂର୍ବରୁ, ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ଏବଂ ଏଥିରେ ଏନସିଏ କିମ୍ବା ଆଇଟିଆଇ ଡିପ୍ଲୋମା ମଧ୍ୟ ରହିଥିଲା। ଜାନୁଆରୀ ୨ ତାରିଖରେ ସମସ୍ତ ଜୋନକୁ ପଠାଯାଇଥିବା ଲିଖିତ ବାର୍ତ୍ତାରେ ଏହି ପରିବର୍ତ୍ତନ ବିଷୟରେ ରେଳ ବୋର୍ଡ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, ଏହି ପ୍ରସଙ୍ଗର ସମୀକ୍ଷା କରାଯାଇଛି ଏବଂ ପୂର୍ବ ନିର୍ଦ୍ଦେଶକୁ ଅତିକ୍ରମ କରି ଏହି ନୂତନ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନଠାରୁ ସମସ୍ତ ସ୍ତର -1 ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା (ଆଗାମୀ CEN ଅନ୍ତର୍ଭୂକ୍ତ କରି) ଦଶମ ପାସ୍ କିମ୍ବା ITI ଡିପ୍ଲୋମା କିମ୍ବା NCVT ଦ୍ଵାରା ପ୍ରଦାନ କରାଯାଇଥିବା NAC ହେବ।

ଭାରତୀୟ ରେଳବାଇରେ ଲେଭଲ୍ -1 ଅଧୀନରେ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ, ପଏଣ୍ଟମ୍ୟାନ୍ ଏବଂ ଟ୍ରାକ୍ ମେଣ୍ଟେନର୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଅଛି। ରେଳ ନିଯୁକ୍ତି ବୋର୍ଡ ନିକଟରେ ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ପ୍ରାୟ 32,000 ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା 23 ଜାନୁୟାରୀରୁ 22 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।

education jobs railway
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.