Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମରେ ବିଜେଡ଼ି ଛାଡିଲେ ୪୫୦ ପରିବାର: ବିଜେପିର ହେଲେ ସାମିଲ
ଆଜିର ଖବର

ଗଞ୍ଜାମରେ ବିଜେଡ଼ି ଛାଡିଲେ ୪୫୦ ପରିବାର: ବିଜେପିର ହେଲେ ସାମିଲ

February 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତର ବଉଦିଆପଲ୍ଲୀ ଗ୍ରାମରେ ଆଜି ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସରପଞ୍ଚ ପ୍ରତିନିଧି ବିଜେଡି ସଭାପତି ବସନ୍ତ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଢୁଙ୍କାପଡା ଗ୍ରାମର ୨୦୦ ଓ ବଉଦିଆପଲ୍ଲୀ ଗ୍ରାମର ୨୫୦ ପରିବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ପରିବାର ବିଜେପିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି।

ଉକ୍ତ ମିଶ୍ରଣ ପର୍ବକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସମସ୍ତ କର୍ମୀମାନଙ୍କୁ ଦଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହାସହିତ ଢୁଙ୍କାପଡା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତି ବିଷୟରେ କହିବା ସହ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇ ଏହାର ଫାଇଦା ନେବାପାଇଁ ପରାମର୍ଶ ଦେଇଥିଲେ। ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବଉଦିଆପଲ୍ଲୀ ଗ୍ରାମର ଉନ୍ନତି ସକାଶେ ଦେବାପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଘୋଷଣା କରିଥିଲେ।

ଗଞ୍ଜାମ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

CJP ପ୍ରତିବାଦ ମାମଲା: ଜାଣନ୍ତୁ FIR ରଦ୍ଦ କରିବା ଦାବି ଉପରେ କ’ଣ କହିଲେ CJI?

August 18, 2026

‘CJP ପ୍ରତିବାଦରେ ଅସାମାଜିକ ତତ୍ତ୍ୱମାନେ ସାମିଲ ଥିଲେ’: SC ରେ ପୋଲିସର ସତ୍ୟପାଠ

August 18, 2026

ରାଜନୀତିରେ ଯୋଗଦେବେ କି ସୋନାକ୍ଷୀ ସିହ୍ନା?: ସ୍ପଷ୍ଟ କଲେ ପିତା ଶତ୍ରୁଘ୍ନ ସିହ୍ନା

August 18, 2026

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

August 18, 2026
Latest News

CJP ପ୍ରତିବାଦ ମାମଲା: ଜାଣନ୍ତୁ FIR ରଦ୍ଦ କରିବା ଦାବି ଉପରେ କ’ଣ କହିଲେ CJI?

August 18, 2026

‘CJP ପ୍ରତିବାଦରେ ଅସାମାଜିକ ତତ୍ତ୍ୱମାନେ ସାମିଲ ଥିଲେ’: SC ରେ ପୋଲିସର ସତ୍ୟପାଠ

August 18, 2026

ରାଜନୀତିରେ ଯୋଗଦେବେ କି ସୋନାକ୍ଷୀ ସିହ୍ନା?: ସ୍ପଷ୍ଟ କଲେ ପିତା ଶତ୍ରୁଘ୍ନ ସିହ୍ନା

August 18, 2026

ଫାଶୀଦଣ୍ଡର ବିକଳ୍ପ ପଦ୍ଧତିକୁ ଖାରଜ କଲେ ସୁପ୍ରିମ କୋର୍ଟ: କେନ୍ଦ୍ରକୁ ଦେଲେ ଏହି ପରାମର୍ଶ

August 18, 2026

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.