Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ? ଜାଣନ୍ତୁ କାରଣ
ଆଜିର ଖବର

ପୁଣି ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ? ଜାଣନ୍ତୁ କାରଣ

March 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
aparajita
ପୁଣି ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ? ଜାଣନ୍ତୁ କାରଣ

ଭୁବନେଶ୍ବର: ପୂର୍ବ ଦାବି ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ କାର୍ଯ୍ୟ ତ୍ବରାନ୍ବିତ କରାଇଥିବାରୁ ଧନ୍ୟବାଦ୍ ଦେବା ସହ ଆଉ କିଛି ଲୋକାଭିମୁଖୀ କାର୍ଯ୍ୟ ପାଇଁ ଦାବି ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ନିମ୍ନ ଲିଖିତ କାର୍ଯ୍ୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ପୂର୍ବରୁ 10 ଟି ଦାବୀ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ। ସେ ସବୁ ରେ କାମ ଆଗେଇ ଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ସାଂସଦ ମହାଶୟା….ଏହା ସହ ଆଉ ଦୁଇଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି..

ପୂର୍ବ ଦାବି ମଧ୍ୟରୁ ତ୍ବରାନ୍ବିତ ହୋଇଥିବା କାର୍ଯ୍ୟ ଗୁଡ଼ିକ ହେଉଛି

(1) ଦୁଇ ମାସ ଭିତରେ ସହିଦନଗର ହାଟରେ ରହୁଥିବା 500 ଦୋକାନୀ ମାନଙ୍କ ପାଇଁ ଆଡଭାନ୍ସ ପୋଜେକ୍ସନ ଦୁଇ ଏକର ଜମି ମୁଖ୍ୟମନ୍ତ୍ରୀ ଙ୍କ ଆଦେଶରେ ଦିଆଯାଇଛି…BMC ସହାୟତା ରେ ଭଲ ମାର୍କେଟ କମ୍ଲେକ୍ସ ହେବ… ସହିଦନଗର ର 500 ଦୋକାନୀ ଲାଭନ୍ୱିତ ହେବେ।

(2) ସେଣ୍ଟ୍ରାଲ ଇଂଷ୍ଟିଚ୍ୟୁଟ ଅଫ ୟୋଗା, ପାଇଁ ସରକାର ଧ୍ୟାନ ଦେଲେ ଏବଂ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି…

(3) ଖୋର୍ଦ୍ଧା ଠାରେ, ମା ଉଗ୍ରତାରା ଦେବୀ ମନ୍ଦିରର ନବୀକରଣ ପାଇଁ 24 କୋଟି ଟଙ୍କା ଦିଆଯାଇଛି। ସରକାର ଙ୍କ ପକ୍ଷରୁ ସମୀକ୍ଷା କରାଯାଇଛି। ଏପ୍ରିଲ 2025 ସୁଦ୍ଧା ସମସ୍ତ କାମ ସରିବ….

(4) ଉତ୍ତର ଭୁବନେଶ୍ୱର ରେ ମର୍ଡନ ଫିସ ମାର୍କେଟ ହେବ…ସେଥିପାଇଁ କେନ୍ଦ୍ରସରକାର ଙ୍କ ପକ୍ଷରୁ 12 କୋଟି ଟଙ୍କା ଦିଆଯାଇଛି। ପାଣ୍ଡରା ଠାରେ 5ଏକର 80 ଡ଼ିସିମିଲ ଜାଗା ରେ ଏହି ମାର୍କେଟ ହେବ। BMC ଏବଂ ଫିସାରି ଡିପାର୍ଟମେଣ୍ଟ ସହଯୋଗ ରେ କାମ ହେବ….ଅଧିକ ଟଙ୍କା କେନ୍ଦ୍ର ସରକାରଙ୍କ ଠାରୁ ମଗାଯିବ…

(5) ଜଟଣୀ ମୁନିସିପାଲିଟି ରେ ଭେଣ୍ଡିଂଜୋନ ପାଇଁ 16 କୋଟି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ କାମ ହେବାକୁ ଯାଉଛି…

(6) ନୟାପଲ୍ଲୀ ୟୁନିଟ 8 କଲ୍ୟାଣ ମଣ୍ଡପ ନିକଟରେ କମ୍ୟୁନିଷ୍ଟ ପାର୍କ ହେବ…. ବରିଷ୍ଠ ନାଗରିକ ଙ୍କ ଦାବୀ ଥିଲା…ଜବରଦଖଲ ଜମି ଥିଲା ପୂର୍ବରୁ…

(7) ରାଜୁଆ ଡ଼ାଇଭର୍ଶନ ଓୟାର ପ୍ରୋଜେକ୍ଟ ପୂରଣ ପାଇଁ କାମ ଚାଲିଛି। 10 ବର୍ଷ ହେଲାଣି କାମ ଚାଲିଛି। ଜୁନ 2026 ସୁଦ୍ଧା ଶେଷ ହେବ….16 କୋଟି ଖର୍ଚ୍ଚ ହେବ..

(8) ନ୍ୟାସନାଲ ଗ୍ୟାଲେରୀ ଅଫ ମଡ଼ର୍ନ ଆର୍ଟ ବ୍ରାଞ୍ଚ ଖୋଲାଯିବ…ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାର ଙ୍କ ଅଧୀନ ରେ ରହିଛି…. ବିଶ୍ୱାସ ଅଛି ତାହା ଶୀଘ୍ର ହେବ…

(9) ଭୁବନେଶ୍ୱର ସହରକୁ ଡି.କନଜେଷ୍ଟ କରିବାର ଅଛି…. ସେଥିପାଇଁ 6 ଟି ପ୍ରପୋଜାଲ ଦିଆଯାଇଛି…. ମୁଖ୍ୟମନ୍ତ୍ରୀ ମିଟିଂ କରି ନିର୍ଦେଶ ଦେଇଛନ୍ତି…. ସେଥିପାଇଁ କାମ ଚାଲିଛି….

ଅନ୍ୟ କିଛି ନୂଆ ପ୍ରସ୍ତାବ ମଧ୍ୟ ଦିଆଯାଇଛି..

(1)ଖୋର୍ଦ୍ଧା ବିଧାୟକ କହିଥିଲେ ନୂଆ ଟାଉନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ, ଯାହା OSRTC ତରଫରୁ କରାଯିବ, ପାଖାପାଖି 100 କୋଟି ଟଙ୍କା ଖର୍ଚ୍ଚ ହେବ… ଖୁବଶୀଘ୍ର DPR ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ….

(2) ପ୍ରାଚୀ ନଦୀର ଉଦ୍ଧାର ପାଇଁ ଦାବୀ ରଖାଯାଇଛି, ବାଲିଅନ୍ତା ରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଯାହା 78 କିଲୋମିଟର ରହିଛି …ତାହା ଦ୍ୱାରା 3 ଜିଲ୍ଲା ର 50 ଲକ୍ଷ୍ୟ ଲୋକ ଉପକୃତ ହେବେ…..ଦୁଇଟି ପର୍ଯ୍ୟାୟ ରେ କାମ ହେବ

(3) ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ପୁରୀ, ଡେଲାଙ୍ଗ ର 36 ଟି ଗାଁ ର ଲୋକଙ୍କ ଏକରଜାତ ଜମି ପ୍ରଭୁ ଜଗନ୍ନାଥ ଙ୍କ ନାଁ ରେ ଅଛି… ଜମି ମାଲିକ ମାନଙ୍କ ଜମି ତାଙ୍କ ନାଁ ରେ କରିବାକୁ ଦାବୀ କରାଯାଇଛି…..

ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ବିଶ୍ଵ ରଞ୍ଜନ ବଡ଼ଜେନା, ନୂତନ ଭୁବନେଶ୍ବର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

aparajita ଅପରାଜିତା ଷଡଙ୍ଗୀ ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ବର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Latest News

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ହରମୁଜ୍ ସଙ୍କଟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବଡ଼ ନିଷ୍ପତ୍ତି: ରୁଷରୁ ତେଲ କିଣିବା ଜାରି ରଖିବ ଭାରତ

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.