Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର:ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ
ଆଜିର ଖବର

ବାଣପୁର:ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ

May 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମର ଜଣେ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ମାନଗୋବିନ୍ଦ ସ୍ୱାଇଁଙ୍କ ପୁତ୍ର ଅରୁଣ ସ୍ୱାଇଁ (୨୨)।

ନାଚୁଣୀ ପୋଲିସ ସୂଚନା ମୁତାବକ ଅରୁଣ ଖୋର୍ଦ୍ଧା ସ୍ଥିତ ଏକ କଲେଜରେ ଡିପ୍ଲୋମା ପାଠ ପଢ଼ୁଥିବା ବେଳେ ଆଜି ସକାଳେ ପରୀକ୍ଷା ଦେବାପାଇଁ ଏକ ବାଇକରେ ଖୋର୍ଦ୍ଧା ଅଭିମୁଖେ ବାହାରିଥିଲେ। ତେବେ ନାଚୁଣୀ ଥାନା ଅନ୍ତର୍ଗତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଅରୁଣ ଏକ ଗଛରେ ବାଇକକୁ ପିଟିଦେଇଥିଲେ। ଫଳରେ ଅରୁଣ ରାସ୍ତାରେ ଛିଟିକିପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଦ୍ୱାରା ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଅରୁଣଙ୍କ ମାତାଙ୍କ ଅଭିଯୋଗକ୍ରମେ ଏ ନେଇ ନାଚୁଣୀ ପୋଲିସ କେସ ନମ୍ବର ୧୫୦/୨୫ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ କେଶବ ବେହେରା ସୂଚନା ଦେଇଛନ୍ତି।

ନାଚୁଣୀ ପୋଲିସ ବାଣପୁର ଯୁବକଙ୍କ ମୃତ୍ୟୁ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

RSSର ଗଡ଼ରେ କଂଗ୍ରେସର ବିଜୟ, ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର

October 29, 2026

ଏସଆଇଆରରେ ତର୍କଗତ ଅସଙ୍ଗତିର ଆଇନଗତ ବୈଧତା ପରୀକ୍ଷା ହୋଇନାହିଁ: ସୁପ୍ରିମକୋର୍ଟ

October 29, 2026

ବାଲ୍ୟବିବାହ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିବ : ହିମନ୍ତ ବିଶ୍ୱ ଶର୍ମା

October 29, 2026

୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭିତ୍ତିଭୂମି ପ୍ରକଳ୍ପ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

October 29, 2026
Latest News

ୟୁଏଇର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେଲେ କ୍ୟାପଟେନ୍‌ ସ୍ମିତ ମଚ୍ଛାର

October 29, 2026

RSSର ଗଡ଼ରେ କଂଗ୍ରେସର ବିଜୟ, ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର

October 29, 2026

ରାଜ୍ୟସଭା ଉପନିର୍ବାଚନ: ମଧ୍ୟପ୍ରଦେଶରୁ ହରଦୀପ ପୁରୀ ବିଜେପି ପ୍ରାର୍ଥୀ

October 29, 2026

ଡବ୍‌ଲ୍ୟୁପିଏଲ୍ ଅକ୍ସନ୍ ଶେଷ: ସବୁଠୁ ଦାମୀ ସୋଫି ମୋଲିନ୍ୟୁକ୍ସ

October 29, 2026

ଏସଆଇଆରରେ ତର୍କଗତ ଅସଙ୍ଗତିର ଆଇନଗତ ବୈଧତା ପରୀକ୍ଷା ହୋଇନାହିଁ: ସୁପ୍ରିମକୋର୍ଟ

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.