Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଓବାଦୀ ବିରୋଧୀ ଅଭିଯାନ: ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ
ଆଜିର ଖବର

ମାଓବାଦୀ ବିରୋଧୀ ଅଭିଯାନ: ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ

September 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହ
ଆଣ୍ଡାମାନ ଗସ୍ତରେ ଯିବେ ଗୃହମନ୍ତ୍ରୀ, ଅନେକ କାର୍ଯ୍ୟକ୍ରମରେ ଦେବେ ଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ହାସଲ କରିଥିବା ଆଉ ଏକ ବଡ଼ ବିଜୟ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଆଜି ଆମ ସୁରକ୍ଷା ବାହିନୀ ନକ୍ସଲଙ୍କ ବିରୋଧରେ ଆଉ ଏକ ବଡ଼ ବିଜୟ ହାସଲ କରିଛନ୍ତି। ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଥିବା ନାରାୟଣପୁରର ଆବୁଝମାଦ ଅଞ୍ଚଳରେ ଆମ ସେନା ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ-କାଦରୀ ସତ୍ୟନାରାୟଣ ରେଡ୍ଡୀ ଓରଫ କୋସା, କଟ୍ଟା ରାମଚନ୍ଦ୍ର ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି। ଉଭୟ ମାଓବାଦୀ ନେତାଙ୍କ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଥିଲା। ଆମର ସୁରକ୍ଷା ବାହିନୀ ଯୋଜନାବଦ୍ଧ ଭାବେ ନକ୍ସଲମାନଙ୍କ ଶୀର୍ଷ ନେତୃତ୍ୱକୁ ନିପାତ କରି ଲାଲ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିଛନ୍ତି।

ଅମିତ ଶାହ ଗୃହ ମନ୍ତ୍ରଣାଳୟ ମାଓବାଦୀ ବିରୋଧୀ ଅଭିଯାନ ସୁରକ୍ଷା ବାହିନୀକୁ ପ୍ରଶଂସା
Share. Facebook Twitter LinkedIn Email WhatsApp Copy Link

Related Posts

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

ମେକ୍ସିକୋରେ ଗୁଳିମାଡ଼ : ୧୦ ମୃତ

May 18, 2026
Latest News

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

ମେକ୍ସିକୋରେ ଗୁଳିମାଡ଼ : ୧୦ ମୃତ

May 18, 2026

କାର ଧକ୍କାରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.