ଉଦଳା : ବନବିଭାଗ କର୍ମଚାରୀଙ୍କୁ ଲୋକେ ନିର୍ଧୂମ ପିଟିଛନ୍ତି । ଏପରି ଘଟଣା ବନାଞ୍ଚଳ ବହଳଦା ଗାଁରେ ଆକ୍ରମଣ ହୋଇଥିବାର ସୂଚନା ଆସିଛି । ହାତୀ ଘଉଡାଇବାକୁ ବନ କର୍ମଚାରୀ ବିଳମ୍ବରେ ଆସିବାରୁ ଏହି ଆକ୍ରମଣ ହୋଇଛି । ଫରେଷ୍ଟରଙ୍କ ସମେତ 6 ଜଣଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି ।