Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାପାନରେ ଭୂମିକମ୍ପ
ଆଜିର ଖବର

ଜାପାନରେ ଭୂମିକମ୍ପ

April 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଟୋକିଓ : ଜାପାନର ହୋକାଇଡୋରେ ଶକ୍ତିଶାଳୀ ଭୂମିକମ୍ପ । ସକାଳ ୫ଟା ୨୪ ମିନିଟରେ ଭୂମିକମ୍ପ ଅନୁଭୂତ । ରିକ୍ଟର ସେଲର ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ ହୋଇଛି । ତେବେ ଏନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ଗୋଟିଏ ସପ୍ତାହ ପୂର୍ବେ, 7.7 ତୀବ୍ରତାର ଏକ ଭୂମିକମ୍ପ ଯୋଗୁଁ ଜାପାନରେ ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସମ୍ଭାବ୍ୟ ବିପଦ ଥିବା ପରାମର୍ଶ ଜାରି କରିଥିଲା।

earthaquake
Share. Facebook Twitter LinkedIn Email WhatsApp Copy Link

Related Posts

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା  ଏକ୍ସପ୍ରେସ’

August 25, 2026

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026
Latest News

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026

ବର୍ଦ୍ଧିତ ଚିନି ଦର ମଧ୍ୟରେ ଆମଦାନୀ ନିୟମ ପରିବର୍ତ୍ତନ କଲେ ସରକାର

August 25, 2026

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା  ଏକ୍ସପ୍ରେସ’

August 25, 2026

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.