Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଲଟିଲା ଢଳେଇ ମିକ୍ସଚର ମେସିନ୍; ଚାପି ହୋଇ ଶ୍ରମିକ ଗୁରୁତର
ଆଜିର ଖବର

ଓଲଟିଲା ଢଳେଇ ମିକ୍ସଚର ମେସିନ୍; ଚାପି ହୋଇ ଶ୍ରମିକ ଗୁରୁତର

May 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭଞ୍ଜନଗର: ବ୍ରିଜ୍ କାମ ବେଳେ ଚାପି ହୋଇ ଶ୍ରମିକ ଗୁରୁତର। ଭଞ୍ଜନଗର ତିଳିସିଂ ଗାଁ ନିକଟରେ ବ୍ରିଜ୍ କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ଢଳେଇ ମିକ୍ସଚର ମେସିନ୍ ଓଲଟିବାରୁ ଚାପି ହୋଇ ଶ୍ରମିକ ଗୁରୁତର ହୋଇଛନ୍ତି । ଅନ୍ୟପଟେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୨ ଶ୍ରମିକ। ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

୮ଟି କାରକୁ ଧକ୍କା ଦେଲା ବସ : ୬ ଜଣ ଗୁରୁତର

May 23, 2026

ରକ୍ତ କର୍କଟ ଆଉ ଦୂରାରୋଗ୍ୟ ନୁହେଁ, ଏହାକୁ ପରାସ୍ତ କରିହେବ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି

May 23, 2026

ରଣପୁର: ଶିକ୍ଷକମାନସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

May 23, 2026

ବିଜେପିରେ ଯୋଗଦେବା ମାତ୍ରେ ରାଘବ ଚଢାଙ୍କୁ ମିଳିଲା ଉପହାର: ରାଜ୍ୟସଭାରେ ମିଳିଲା ବଡ ଦାୟିତ୍ୱ

May 23, 2026
Latest News

୮ଟି କାରକୁ ଧକ୍କା ଦେଲା ବସ : ୬ ଜଣ ଗୁରୁତର

May 23, 2026

ରକ୍ତ କର୍କଟ ଆଉ ଦୂରାରୋଗ୍ୟ ନୁହେଁ, ଏହାକୁ ପରାସ୍ତ କରିହେବ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି

May 23, 2026

ରଣପୁର: ଶିକ୍ଷକମାନସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

May 23, 2026

ବିଜେପିରେ ଯୋଗଦେବା ମାତ୍ରେ ରାଘବ ଚଢାଙ୍କୁ ମିଳିଲା ଉପହାର: ରାଜ୍ୟସଭାରେ ମିଳିଲା ବଡ ଦାୟିତ୍ୱ

May 23, 2026

ଭାରତକୁ ଟ୍ରମ୍ଫ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି!’: ଆମେରିକା ବୈଦେଶିକ ମନ୍ତ୍ରୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.