Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଖଳାରୁ : ସାରିଲା ନାହାକା ଚକ କାମ
ଆଜିର ଖବର

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ଆଉ ଦିନ କେଇଟାରେ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଏବେ ଜୋରସୋରରେ ଚାଲିଛି ରଥ କାମ ।
ଚଳଚଞ୍ଚଳ ହୋଇପଡିଛି ରଥଖଳା। ରଥ ନିର୍ମାଣର ଆଜି ପନ୍ଦରତମ ଦିନ। ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ରଥ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନି ରଥର ତିନୋଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇଛି। ଏବେ ଅନ୍ୟ ତୁମ୍ଭରେ ପଇ ବିନ୍ଧ ବାଡିଆ ସହ ତୁମ୍ବରେ ସଂଯୁକ୍ତ ଅରରେ ପଇ ଲାଗି କରାଯାଉଛି।

ଏଥିସହ ତିନିରଥର ଗୋଟିଏ ଲେଖାଏଁ ୧୨ ଫୁଟିଆ ଅସନ କାଠର ପ୍ରଭା ଅପସରା ଏବଂ ଗୋଟିଏ ଲେଖାଏଁ ସିଂହାସନ ରାଏ ଚଉପଟ କାର୍ଯ୍ୟ ଜାରି ରହିଛି। ତିନିରଥର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି।

Rathayatra2026
Share. Facebook Twitter LinkedIn Email WhatsApp Copy Link

Related Posts

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026

ମେ ୭ ତାରିଖରେ ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ଦଳରୁ କେତେ ମନ୍ତ୍ରୀ?

May 5, 2026

ସାଧାରଣ ଅଟୋ ଡ୍ରାଇଭରରୁ ରାଜନେତା: କେ. ବିଜୟ ଧାମୁ

May 5, 2026
Latest News

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026

ମେ ୭ ତାରିଖରେ ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ଦଳରୁ କେତେ ମନ୍ତ୍ରୀ?

May 5, 2026

ସାଧାରଣ ଅଟୋ ଡ୍ରାଇଭରରୁ ରାଜନେତା: କେ. ବିଜୟ ଧାମୁ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.