Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ
ଆଜିର ଖବର

ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ

June 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର : ବ୍ରହ୍ମପୁରରେ ଅପରାଧ ଥମିବାର ନାଁ ନେଉନାହିଁ  । ବ୍ରହ୍ମପୁରରେ ପୁଣି ଏକ ସଙ୍ଘବଦ୍ଧ ଆକ୍ରମଣରେ ସୂଚନା ମିଳିଛି । ପୋଲିସ ଏନ କାଉଣ୍ଟରକୁ ମଧ୍ୟ ଖାତିର ନାହିଁ । ମିଳିଥିବା ସୂଚନା ଅନୁସାରେ ସହର ଉପକଣ୍ଠ ଖଜୁରିଆରେ  ଗତକାଲି ସନ୍ଧ୍ୟାରେ ବଚସାରୁ ନାବାଳକ ଜଣଙ୍କୁ ଜୀବନ ହରିବାକୁ ପଡିଛି ।

ମୃତ ଯୁବକ ହେଲେ ଆଇ. ସନିଆ । ଗ୍ରାମର ଦାମସାହି ପୋଖରୀ ନିକଟରେ ପରିଶ୍ରା କରୁଥିବା ସମୟରେ ଫୁଲଟା ଗ୍ରାମର କିଛି ଯୁବକ ପରିଶ୍ରା କରିବା ପାଇଁ ବାରଣ କରିଥିଲେ । ଏହାକୁ ନେଇ ଉଭୟଙ୍କର ମଧ୍ୟରେ ବଚସା ହୋଇଥିଲା । ଏହାପରେ ଯୁବକମାନେ ଉତ୍ତ୍ୟକ୍ତ ହୋଇ ସନିଆକୁ ତଳେ ପକାଇ ମୁଥ ଓ ଗୋଇଠା ମାରି ଲହୁଲୁହାଣ କରିଦେଇଥିଲେ। ଅତ୍ୟଧିକ ରକ୍ତସ୍ରାବ ପରେ ସନିଆ ଅଚେତ ହୋଇ ପଡିଥିଲେ । ସନିଆ ଅଚେତ ହେବା ପରେ ଆକ୍ରମଣକାରୀ ମାନେ ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ସନିଆକୁ ଏମକେସିଜିରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢାଉ ଆରମ୍ଭ କରି ଜଣଙ୍କୁ ଅଟକ ରଖିଥିବାର ସୂଚନା ରହିଛି ।

crime murder
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ ନାବାଳିକା ଗଣଦୁଷ୍କର୍ମ-ହତ୍ୟା ମାମଲା: ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

July 8, 2026

ଭିଜିଲାନ୍ସ ଜାଲରେ ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ

July 8, 2026

ଗଞ୍ଜାମର ସାନଖେମୁଣ୍ଡିରେ ବୁଲା କୁକୁରଙ୍କ ଆତଙ୍କ: ୫ ବର୍ଷର ଶିଶୁକନ୍ୟା ଗୁରୁତର ଆହତ

July 8, 2026

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 8, 2026
Latest News

ବଙ୍ଗଳାରେ ନାବାଳିକା ଗଣଦୁଷ୍କର୍ମ-ହତ୍ୟା ମାମଲା: ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

July 8, 2026

ଭିଜିଲାନ୍ସ ଜାଲରେ ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ

July 8, 2026

ଗଞ୍ଜାମର ସାନଖେମୁଣ୍ଡିରେ ବୁଲା କୁକୁରଙ୍କ ଆତଙ୍କ: ୫ ବର୍ଷର ଶିଶୁକନ୍ୟା ଗୁରୁତର ଆହତ

July 8, 2026

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 8, 2026

ହର୍ମୁଜ୍ ନିକଟରେ ଡ୍ରୋନ୍ ଆକ୍ରମଣ: ଗୁଜୁରାଟ ଆସୁଥିବା LNG ଜାହାଜରେ ଥିଲେ ଚାରି ଭାରତୀୟ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.