Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଇ-୨୦ ପେଟ୍ରୋଲକୁ ପ୍ରତ୍ୟାଖ୍ୟାନ କଲା ଇରାନ?: ଜାଣନ୍ତୁ ସରକାରଙ୍କ ବିବୃତ୍ତି
ଆଜିର ଖବର

ଭାରତର ଇ-୨୦ ପେଟ୍ରୋଲକୁ ପ୍ରତ୍ୟାଖ୍ୟାନ କଲା ଇରାନ?: ଜାଣନ୍ତୁ ସରକାରଙ୍କ ବିବୃତ୍ତି

July 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇ-୨୦ ପେଟ୍ରୋଲ
ଭାରତର ଇ-୨୦ ପେଟ୍ରୋଲକୁ ପ୍ରତ୍ୟାଖ୍ୟାନ କଲା ଇରାନ?: ଜାଣନ୍ତୁ ସରକାରଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଭାରତର ଇ-୨୦ ପେଟ୍ରୋଲ କିମ୍ବା ଇଥାନଲ ଯୁକ୍ତ ପେଟ୍ରୋଲ ଆମଦାନୀ ପ୍ରସ୍ତାବକୁ ଭୁଟାନ ପ୍ରତ୍ୟାଖ୍ୟାନ କରିଥିବା ଖବର ପ୍ରକାଶ ପାଇଛି। ଏବେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏହା ଉପରେ ସବୁକିଛି ସ୍ପଷ୍ଟ କରିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ, ଭୁଟାନ ବିଷୟରେ କରାଯାଇଥିବା ସମସ୍ତ ଦାବି ମିଥ୍ୟା।

ମନ୍ତ୍ରଣାଳୟ ‘ଏକ୍ସ’ ରେ ଏକ ପୋଷ୍ଟରେ ଲେଖିଛି ଯେ, “ତୈଳ ବିପଣନ କମ୍ପାନୀ (OMCs) ଦ୍ୱାରା ଏପରି କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ଏବଂ ଭୁଟାନକୁ ଇ-୨୦ ପେଟ୍ରୋଲ ରପ୍ତାନି କରିବାର କୌଣସି ପ୍ରସ୍ତାବ ନାହିଁ।” ମନ୍ତ୍ରଣାଳୟ ଆହୁରି କହିଛି ଯେ, ଦୟାକରି କେବଳ ପରିବେଶ ଏବଂ କୃଷି ମନ୍ତ୍ରଣାଳୟ (MoPNG) ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରକାଶିତ ସରକାରୀ ସୂଚନା ଉପରେ ନିର୍ଭର କରନ୍ତୁ।

bhutan E20 Ethanol Petroleum Ministry
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜ୍ ପାଇଁ ଟୋଲ୍ ଆଦାୟ କରିବ ଇରାନ: କ’ଣ ଭାରତ ଉପରେ ମଧ୍ୟ ଲାଗୁ ହେବ ଏହି ନିୟମ?

July 5, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ ନୂଆ ଖୁଲାସା: ମହିଳା ବନ୍ଧୁଙ୍କୁ ଟଙ୍କା ଦେଇଥିଲେ ଅଭିଯୁକ୍ତ

July 5, 2026

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026

କେଉଁ ସମୟରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦?: ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 5, 2026
Latest News

ଭାରତର ଇ-୨୦ ପେଟ୍ରୋଲକୁ ପ୍ରତ୍ୟାଖ୍ୟାନ କଲା ଇରାନ?: ଜାଣନ୍ତୁ ସରକାରଙ୍କ ବିବୃତ୍ତି

July 5, 2026

ହର୍ମୁଜ୍ ପାଇଁ ଟୋଲ୍ ଆଦାୟ କରିବ ଇରାନ: କ’ଣ ଭାରତ ଉପରେ ମଧ୍ୟ ଲାଗୁ ହେବ ଏହି ନିୟମ?

July 5, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ ନୂଆ ଖୁଲାସା: ମହିଳା ବନ୍ଧୁଙ୍କୁ ଟଙ୍କା ଦେଇଥିଲେ ଅଭିଯୁକ୍ତ

July 5, 2026

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026

କେଉଁ ସମୟରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦?: ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.