Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା
ଆଜିର ଖବର

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା

July 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Traffic Arrangements in Puri Ahead of Rath Yatra
Traffic Arrangements in Puri Ahead of Rath Yatra

ପୁରୀ: ଆସନ୍ତା ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପ୍ରଯୁକ୍ତି ଆଧାରିତ ଟ୍ରାଫିକ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ୬ଟି ନୂଆ ପାର୍କିଂ ସ୍ଥାନକୁ ମିଶାଇ ମୋଟ ୩୦ଟି ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ୪ଟି ସ୍ୱତନ୍ତ୍ର ବସ୍ ପାର୍କିଂ ଜୋନ୍ ରହିଛି। ୩ଟି ସ୍ଥାନରେ ଡ୍ରୋନ୍ ମାଧ୍ୟମରେ ଟ୍ରାଫିକ ଉପରେ ନଜର ରଖାଯିବ।

ଏଥିସହ ଏଆଇ ଆଧାରିତ ଚାଟବଟ୍, ଟ୍ରାଫିକ ମୋବାଇଲ୍ ଆପ୍, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି। ବର୍ଷା ଋତୁକୁ ଦୃଷ୍ଟିରେ ରଖି ପାର୍କିଂ ସ୍ଥାନଗୁଡ଼ିକରେ ଜଳ ଜମିବା ସମସ୍ୟା ଦୂର କରିବା ପାଇଁ ଡି-ୱାଟରିଂ ପମ୍ପ ଲଗାଯାଇଛି। ସହରରେ ହଜାରରୁ ଅଧିକ ସୂଚନା ଫଳକ, ୭୩ଟି ଟ୍ରାଫିକ ସହାୟତା କେନ୍ଦ୍ର ଏବଂ ୨ଟି ଏଲଇଡି ମୋବାଇଲ୍ ଭ୍ୟାନ୍ ଭକ୍ତମାନଙ୍କୁ ଯାତାୟାତ ସୂଚନା ଓ ସହାୟତା ପ୍ରଦାନ କରିବ।

Puri Rath Yatra Traffic Arrangements ଟ୍ରାଫିକ ପରିଚାଳନା ବ୍ୟବସ୍ଥା ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଆଜିଠାରୁ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ, ଶିକ୍ଷା ଓ ନବସୃଜନ ଉପରେ ହେବ ମନ୍ଥନ

August 5, 2026

ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ

August 5, 2026

ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

August 5, 2026

ବେଦାନ୍ତ ଝାରସୁଗୁଡାକୁ ଝଟକା, ବେଆଇନି ଭାବେ ଭୂତଳ ଜଳ ବ୍ୟବହାର ନେଇ ନୋଟିସ କଲା CGWB

August 5, 2026
Latest News

ଭୁବନେଶ୍ୱରରେ ଆଜିଠାରୁ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ, ଶିକ୍ଷା ଓ ନବସୃଜନ ଉପରେ ହେବ ମନ୍ଥନ

August 5, 2026

ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ

August 5, 2026

ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

August 5, 2026

ବେଦାନ୍ତ ଝାରସୁଗୁଡାକୁ ଝଟକା, ବେଆଇନି ଭାବେ ଭୂତଳ ଜଳ ବ୍ୟବହାର ନେଇ ନୋଟିସ କଲା CGWB

August 5, 2026

ଆଜିଠାରୁ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.