Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ
ଆଜିର ଖବର

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାହୁଡା ଯାତ୍ରା
ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

ବାହୁଡା ଯାତ୍ରା: ନଅ ଦିନର ଯାତ୍ରା ଶେଷ କରି ଆଜି ମହାପ୍ରଭୃ ବାହୁଡିବେ। ଏ ନେଇ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବାହୁଡା ନୀତି। ଦିନ ଏଗାରଟା ବେଳେ ଆରମ୍ଭ ହୋଇଛି ପହଁଣ୍ଡି ବିଜେ। ପ୍ରଥମେ ପ୍ରଭୃ ସୁଦର୍ଶନଙ୍କୁ ସେବକମାନେ ତିନି ରଥ ଚାରିପାଖେ ବୁଲାଇ ମା ସୁଭଦ୍ରାଙ୍କ ରଥରେ ବିଜେ କରାଇଥିଲେ। ଘଣ୍ଟ, ହରିବୋଲ ହୁଳହୁଳିରେ ଫାଟିପଡୁଛି ଗୁଣ୍ଡିଚା ମନ୍ଦିରର ପରିସର।

ଏହାପରେ ପ୍ରାୟ ଦିନ ଏଗାରଟା ତିରିଶିରେ ଆସିଥିଲେ ବଡଭାଇ ବଳଭଦ୍ର। ଏହାପରେ ମା ସୁଭଦ୍ରା ମଧ୍ୟ ପହଁଣ୍ଡିରେ ଆସିଛନ୍ତି। ସେବକମାନେ ପ୍ରଭୃ ବଳଭଦ୍ରଙ୍କୁ ଧିରେଧିରେ ପହଁଣ୍ଡି କରାଇ ରଥରେ ବିଜେ କରାଇଛନ୍ତି। ଏହାପରେ ମା ସୁଭଦ୍ରାଙ୍କୁ ମଧ୍ୟ ରଥରେ ବିଜେ କରାଯାଇଛି। ଶେଷରେ ଆସିବେ ମହାପ୍ରଭୃ ଜଗନ୍ନାଥ। ତିନିଠାକୁର ରଥରେ ବିଜେ କରିବା ପରେ ଛେରା ପହଁରା ନୀତି ଆରମ୍ଭ କରାଯିବ।

Rath Yatra Rath Yatra 2026 ବାହୁଡା ଯାତ୍ରା ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବସୁଛି ବିସିସିଆଇ ସମୀକ୍ଷା ବୈଠକ: ୨୦୨୭ ବିଶ୍ବକପ୍ ପ୍ରସ୍ତୁତି ନେଇ ହେବ ଆଲୋଚନା

September 3, 2026

ରେଳବାଇର ‘ଫୁଲ ଟୁର୍ ପ୍ୟାକେଜ୍’ କାଶ୍ମୀରରୁ କନ୍ୟାକୁମାରୀ: ଶୀଘ୍ର କରନ୍ତୁ ବୁକ୍

September 3, 2026

ଚେସରେ ଇତିହାସ ରଚିଲେ ୪ ବର୍ଷୀୟା ଏଲିନା ମିଶ୍ର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

September 3, 2026

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକତାର ମିଳନ: କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ବାବା ଗୁପ୍ତେଶ୍ୱର’

September 3, 2026
Latest News

ଆଜି ବସୁଛି ବିସିସିଆଇ ସମୀକ୍ଷା ବୈଠକ: ୨୦୨୭ ବିଶ୍ବକପ୍ ପ୍ରସ୍ତୁତି ନେଇ ହେବ ଆଲୋଚନା

September 3, 2026

ରେଳବାଇର ‘ଫୁଲ ଟୁର୍ ପ୍ୟାକେଜ୍’ କାଶ୍ମୀରରୁ କନ୍ୟାକୁମାରୀ: ଶୀଘ୍ର କରନ୍ତୁ ବୁକ୍

September 3, 2026

ଚେସରେ ଇତିହାସ ରଚିଲେ ୪ ବର୍ଷୀୟା ଏଲିନା ମିଶ୍ର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

September 3, 2026

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକତାର ମିଳନ: କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ବାବା ଗୁପ୍ତେଶ୍ୱର’

September 3, 2026

ବ୍ୟାଙ୍କ ଓ ଗ୍ରାମୀଣ ଜୀବିକା ମିଶନର ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.