Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ NDTV 24×7 ର ନାମ ହେଲା ପରିବର୍ତ୍ତନ
ଆଜିର ଖବର

ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ NDTV 24×7 ର ନାମ ହେଲା ପରିବର୍ତ୍ତନ

August 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ
ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ NDTV 24x7 ର ବ୍ରାଣ୍ଡ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ଭାରତର ଦର୍ଶକଙ୍କୁ ଖବର ପରିବେଷଣ କରିଆସୁଥିବା NDTV 24×7  ଶେଷରେ ତାହାର ବ୍ରାଣ୍ଡ ନାମରେ ପରିବର୍ତ୍ତନ କରିଛି। ଏହି ପ୍ରତିଷ୍ଠିତ ଚ୍ୟାନେଲ ବା ମିଡିଆ କଂପାନୀ ପ୍ରଖ୍ୟାତ ସାମ୍ବାଦିକ ପ୍ରଣୟ ରାୟଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। ପରେ ଏହାକୁ ଆଦାନୀ ମିଡିଆ ଗ୍ରୁପ କିଣି ନେଇଛି। ଫଳରେ ଏହି ନୂଆ ଗ୍ରୁପ ଏହି ଚ୍ୟାନେଲର ନାମରେ ଆଂଶିକ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହାର ନାମ କେବଳ NDTV ରଖାଯାଇଛି।

ଗତକାଲି ସ୍ବାଧୀନତା ଦିବସରେ ଏହି ନୂଆ ବ୍ରାଣ୍ଡର ଉନମୋଚନ କରାଯାଇଛି। ତେବେ ଏହି ନୂଆ ବ୍ରାଣ୍ଡର ନୂଆ ସ୍ଲୋଗାନ ମଧ୍ୟ ରଖାଯାଇଛି, ତାହା ହେଲା When It Really Matters। NDTV ବର୍ତ୍ତମାନ ବହୁମୁଖି ମିଡିଆ କଂପାନୀ ଭାବେ ପରିଚିତ ହୋଇଆସିଛି। ବର୍ତ୍ତମାନ ଏହାର ଛଅଟି ଚ୍ୟାନେଲ ଥିବା ବେଳେ ୱେବସାଇଟ, ମୋବାଇଲ ଆପ୍, କନେକ୍ଟଟ ଟିଭି ପ୍ରମୁଖ କାର୍ଯ୍ୟ କରୁଛି। ବର୍ତ୍ତମାନ ଏହି ସବୁ ମିଡିଆ ଶାଖା ତାହାର ନାମ ପରିବର୍ତ୍ତନ କରି କେବଳ NDTV ରଖାଯାଇଛି।

NDTV NDTV 24X7 ନ୍ୟୁଜ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ?: ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେପି

August 16, 2026

“ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ”: ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ଚିଦାମ୍ବରମ୍

August 16, 2026

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026
Latest News

ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ NDTV 24×7 ର ନାମ ହେଲା ପରିବର୍ତ୍ତନ

August 16, 2026

ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର

August 16, 2026

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ?: ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେପି

August 16, 2026

“ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ”: ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ଚିଦାମ୍ବରମ୍

August 16, 2026

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.