Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ
ଆଜିର ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ

September 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଙ୍କୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ଘଟିଛି ଏକ ଗୁରୁତର ଆକ୍ରମଣ ଘଟଣା। ଖଣ୍ଡାରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବାରୁ ଉଭୟ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଯୁବକ ହେଲେ ବେଦପୁର ଗାଁର ସୋମନାଥ ପଣ୍ଡା ଓ ରାକେଶ ପଣ୍ଡା।

ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ ନେଇ ଦୁଇ ଯୁବକଙ୍କ ସହ କିଛି ଦୁର୍ବୃତ୍ତଙ୍କର ବିବାଦ ରହିଥିବା କୁହାଯାଉଛି। ଏହି ବିବାଦକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଉଭୟଙ୍କ ଶରୀରରେ ଗୁରୁତର ଆଘାତ ଲାଗିଛି।

ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଦୁଇ ଯୁବକଙ୍କୁ ପ୍ରଥମେ ବାଙ୍କୀ ମେଡିକାଲକୁ ନିଆଯାଇଥିଲା। ତେବେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପରେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ, ଆକ୍ରମଣ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ବାଙ୍କୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଆକ୍ରମଣର କାରଣ, ଏଥିରେ କେତେଜଣ ସମ୍ପୃକ୍ତ ଥିଲେ ଏବଂ ଅଭିଯୁକ୍ତମାନଙ୍କ ପରିଚୟ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି।

ଆକ୍ରମଣ ପୂର୍ବ ଶତ୍ରୁତା
Share. Facebook Twitter LinkedIn Email WhatsApp Copy Link

Related Posts

ସିସିଟିଭିକୁ ଛତା ଆଢୁଆଳ କରି ମନ୍ଦିରରୁ ମୂର୍ତ୍ତି ଚୋରି: ଗାଁରେ ଉତ୍ତେଜନା, ପୁଲିସ ମୁତୟନ

September 5, 2026

ପାଠ୍ୟପୁସ୍ତକ ସୀମାରୁ ବାହାରି ପିଲାଙ୍କ ଜୀବନ ସହ ଯୋଡ଼ି ହୁଅନ୍ତୁ ଶିକ୍ଷକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 5, 2026

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ ବିସିସିଆଇ କେବେ ନିଷ୍ପତ୍ତି ନେବ?: ଏହି ଦିନ ହେବ ସ୍ପଷ୍ଟ

September 5, 2026

ଲାଗୁ ହେବ ନାହିଁ କି ୧୦୦ ପ୍ରତିଶତ ଶୁଳ୍କ?: ତେଲ କ୍ରୟ ଉପରେ ଭାରତକୁ ମିଳିପାରେ ରିହାତି

September 5, 2026
Latest News

ସିସିଟିଭିକୁ ଛତା ଆଢୁଆଳ କରି ମନ୍ଦିରରୁ ମୂର୍ତ୍ତି ଚୋରି: ଗାଁରେ ଉତ୍ତେଜନା, ପୁଲିସ ମୁତୟନ

September 5, 2026

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ

September 5, 2026

ପାଠ୍ୟପୁସ୍ତକ ସୀମାରୁ ବାହାରି ପିଲାଙ୍କ ଜୀବନ ସହ ଯୋଡ଼ି ହୁଅନ୍ତୁ ଶିକ୍ଷକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 5, 2026

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ ବିସିସିଆଇ କେବେ ନିଷ୍ପତ୍ତି ନେବ?: ଏହି ଦିନ ହେବ ସ୍ପଷ୍ଟ

September 5, 2026

ଲାଗୁ ହେବ ନାହିଁ କି ୧୦୦ ପ୍ରତିଶତ ଶୁଳ୍କ?: ତେଲ କ୍ରୟ ଉପରେ ଭାରତକୁ ମିଳିପାରେ ରିହାତି

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.