ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ଇଣ୍ଡିଆ ମେଣ୍ଟ ବୈଠକରେ କେଉଁ ଦଳ ଅଂଶଗ୍ରହଣ କରିଥିଲେ ସେ ବିଷୟରେ ସୂଚନା ପ୍ରଦାନ କରିଛି। ସୋସିଆଲ ମିଡିଆରେ ସମସ୍ତ ଦଳର ତାଲିକା ପ୍ରକାଶ କରାଯାଇଛି।