Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଗ ପୁରସ୍କାର ପ୍ରଦାନ କଲେ ମୋଦି : ୧୨ଟି ଡାକଟିକେଟ କଲେ ଜାରି
ଆଜିର ଖବର

ଯୋଗ ପୁରସ୍କାର ପ୍ରଦାନ କଲେ ମୋଦି : ୧୨ଟି ଡାକଟିକେଟ କଲେ ଜାରି

August 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀଠାରେ ବିଜ୍ଞାନ ଭବନ ପରିସରରେ ଆୟୁର୍ବେଦ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗର ସମ୍ବର୍ଦ୍ଧନ ଓ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଛନ୍ତି। ଏହି ଅବସରରେ ୧୨ଜଣ ଆୟୁଷ ବିଶେଷଜ୍ଞଙ୍କ ନାଁରେ ସ୍ମାରକ ଡାକଟିକେଟ୍‌ ଜାରି ମଧ୍ୟ କରିଛନ୍ତି । ଏହି ପୁରସ୍କାରର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କରାଯାଇଥିଲା । ଏହି ଅବସରରେ ମୋଦି କହିଛନ୍ତି ଯେ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପାଇଁ ଯୋଗ ଓ ଆୟୁଷ୍‌ ଦୁଇଟି ମୁଖ୍ୟ ସ୍ତମ୍ବ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଜୀବନର ଅଧିକାଂଶ ସମୟ ଭଲ କାମ ପାଇଁ ଦେଇଛନ୍ତି ସେହିଭଳି ବ୍ୟକ୍ତିଙ୍କ ଉପରେ ଡାକ ଟିକେଟ ଜାରି କରାଯିବ ବୋଲି କହିଛନ୍ତି ।  ଯୋଗର ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି ମୋଦି । ଏହି ଅବସରରେ ୧୦ଟି ଆୟୁଷ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଭିଷେକ ବାନାର୍ଜୀଙ୍କ ପରେ ମମତା ବାନାର୍ଜୀଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଉପରେ ଆକ୍ରମଣ

May 31, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

May 31, 2026

ମରାଠା ସଂରକ୍ଷଣ ଆନ୍ଦୋଳନ ମଧ୍ୟରେ ମନୋଜ ଜରାଙ୍ଗେଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ: ଭାଙ୍ଗିଲେ ଅନଶନ

May 31, 2026

ହାଇୱା ଧକ୍କାରେ ଯୁବକ ମୃତ : ରାସ୍ତା ଅବରୋଧ

May 31, 2026
Latest News

ଅଭିଷେକ ବାନାର୍ଜୀଙ୍କ ପରେ ମମତା ବାନାର୍ଜୀଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଉପରେ ଆକ୍ରମଣ

May 31, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

May 31, 2026

NLC RIL MoU: ଗୁଜୁରାଟରେ ଭୂତଳ ଗ୍ୟାସିଫିକେସନ ପାଇଁ ଏନଏଲସି ଓ ଆରଆଇଏଲ ମଧ୍ୟରେ ଚୁକ୍ତି

May 31, 2026

ମରାଠା ସଂରକ୍ଷଣ ଆନ୍ଦୋଳନ ମଧ୍ୟରେ ମନୋଜ ଜରାଙ୍ଗେଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ: ଭାଙ୍ଗିଲେ ଅନଶନ

May 31, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.