Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏସ୍‌ଏଫ୍‌ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ବିବେକ କୁମାର ଜୋହରୀ
ଆଜିର ଖବର

ବିଏସ୍‌ଏଫ୍‌ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ବିବେକ କୁମାର ଜୋହରୀ

August 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଇପିଏସ ଅଧିକାରୀ ବିବେକ କୁମାର ଜୋହରୀ ଶନିବାର ଦିନ ବିଏସଏଫର ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଏସଏଫର ୨୫ତମ ମହାନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ରଜନୀକାନ୍ତ ମିଶ୍ରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଆସନ୍ତା ସେପ୍ଟେମ୍ୱର ୨୦୨୦ ପର୍ଯ୍ୟନ୍ତ ଜୋହରୀ ଏହି ପଦରେ ରହିବେ । ମଧ୍ୟ ପ୍ରଦେଶ କ୍ୟାଡେରର ୧୯୮୪ ବ୍ୟାଚର ଆଇପିଏସ ଅଧିକାରୀ ବିକେ ଜୋହରୀ ଗୁଇନ୍ଦା ସଂସ୍ଥା ର’ରେ ବିଶେଷ ସଚିବ ଭାବେ କାର୍ଯ୍ୟରତ ଥିଲେ । ବିଏସଏଫରେ ଅଢେଇ ଲକ୍ଷ ଜଣ ଯବାନ ଏବଂ ଅଧିକାରୀ କାର୍ଯ୍ୟରତ ଅଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026

ଛତିଶଗଡରେ ମଧ୍ୟ ପେପର ଲିକ୍: ରଦ୍ଦ ହେଲା ପରୀକ୍ଷା

August 21, 2026

ୟୁନିଫାଏଡ ଅଟୋମେସନ ବ୍ୟବସ୍ଥା ଅନଲାଇନ ଉପସ୍ଥାନକୁ ଶିକ୍ଷକ ସଂଘର ବିରୋଧ

August 21, 2026

ମାଷ୍ଟରକ୍ୟାଣ୍ଟିନ ହିଂସାକାଣ୍ଡ: କ୍ଷମା ମାଗିଲା ଅନଲାଇନ ଡ୍ରାଇଭର ସଂଘ

August 21, 2026
Latest News

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026

ଛତିଶଗଡରେ ମଧ୍ୟ ପେପର ଲିକ୍: ରଦ୍ଦ ହେଲା ପରୀକ୍ଷା

August 21, 2026

ୟୁନିଫାଏଡ ଅଟୋମେସନ ବ୍ୟବସ୍ଥା ଅନଲାଇନ ଉପସ୍ଥାନକୁ ଶିକ୍ଷକ ସଂଘର ବିରୋଧ

August 21, 2026

ମାଷ୍ଟରକ୍ୟାଣ୍ଟିନ ହିଂସାକାଣ୍ଡ: କ୍ଷମା ମାଗିଲା ଅନଲାଇନ ଡ୍ରାଇଭର ସଂଘ

August 21, 2026

ଓଲଟିଲା ପିକଅପ : ୧୦ ଶ୍ରମିକ ଗୁରୁତର

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.