Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଉପାସ ରହିବେ ମହାପ୍ରଭୁ ଲିଙ୍ଗରାଜ : ରୋଷ ହୋମ ନୀତି ବନ୍ଦ
ଆଜିର ଖବର

ଆଜି ଉପାସ ରହିବେ ମହାପ୍ରଭୁ ଲିଙ୍ଗରାଜ : ରୋଷ ହୋମ ନୀତି ବନ୍ଦ

September 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହାପ୍ରଭୁ ଲିଙ୍ଗରାଜ ଆଜି ଉପାସ ରହିବେ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ହୋଇଛି ।  ବ୍ରାହ୍ମଣ ନିଯୋଗ- ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଏହି ନୀତି ବନ୍ଦ ହୋଇଛି ବୋଲି ସୂଚନା ମିଳିଛି। ଲିଙ୍ଗରାଜଙ୍କ ନୂଆଗାଁ ଜମିରେ ଜବରଦଖଲ ନିର୍ମାଣକୁ ନିଯୋଗର ବିରୋଧ କରୁଛି । ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ଦୁଇ ନିଯୋଗ ଦୋଷ ଦେଇ ମହାପ୍ରଭୁଙ୍କ ନୀତିରେ ଅସହଯୋଗ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026

ଛତିଶଗଡରେ ମଧ୍ୟ ପେପର ଲିକ୍: ରଦ୍ଦ ହେଲା ପରୀକ୍ଷା

August 21, 2026

ୟୁନିଫାଏଡ ଅଟୋମେସନ ବ୍ୟବସ୍ଥା ଅନଲାଇନ ଉପସ୍ଥାନକୁ ଶିକ୍ଷକ ସଂଘର ବିରୋଧ

August 21, 2026

ମାଷ୍ଟରକ୍ୟାଣ୍ଟିନ ହିଂସାକାଣ୍ଡ: କ୍ଷମା ମାଗିଲା ଅନଲାଇନ ଡ୍ରାଇଭର ସଂଘ

August 21, 2026
Latest News

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026

ଛତିଶଗଡରେ ମଧ୍ୟ ପେପର ଲିକ୍: ରଦ୍ଦ ହେଲା ପରୀକ୍ଷା

August 21, 2026

ୟୁନିଫାଏଡ ଅଟୋମେସନ ବ୍ୟବସ୍ଥା ଅନଲାଇନ ଉପସ୍ଥାନକୁ ଶିକ୍ଷକ ସଂଘର ବିରୋଧ

August 21, 2026

ମାଷ୍ଟରକ୍ୟାଣ୍ଟିନ ହିଂସାକାଣ୍ଡ: କ୍ଷମା ମାଗିଲା ଅନଲାଇନ ଡ୍ରାଇଭର ସଂଘ

August 21, 2026

ଓଲଟିଲା ପିକଅପ : ୧୦ ଶ୍ରମିକ ଗୁରୁତର

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.