Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଏସ୍‌ ଓପନ୍‌ : କ୍ବାର୍ଟର ଫାଇନାଲ୍‌ରେ ରାଜୀବ ରାମ୍‌- ସାମନ୍ତା ସ୍ତୋସୁର
ଆଜିର ଖବର

ୟୁଏସ୍‌ ଓପନ୍‌ : କ୍ବାର୍ଟର ଫାଇନାଲ୍‌ରେ ରାଜୀବ ରାମ୍‌- ସାମନ୍ତା ସ୍ତୋସୁର

September 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକୀୟ ଖେଳାଳି ରାଜୀବ ରାମ ଏବଂ ଅଷ୍ଟ୍ରେଲିଆର ସାମନ୍ତା ସ୍ତୋସୁର ୟୁଏସ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହି ଆମେରିକା-ଅଷ୍ଟ୍ରେଲିଆ ଯୋଡି ଫ୍ରାନ୍ସର କ୍ରିଷ୍ଟେନ୍‌ ଫ୍ଲିପ୍‌କେନ୍ସ ଏବଂ ଏଡଓ୍ବାର୍ଡ ରୋଜରଙ୍କୁ 7-6, 7-5(2) ସେଟ୍‌ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ବିଲି ଜିନ୍‌ କିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ତୃତୀୟ ସିଡ୍‌ ରାଜୀବ-ସାମନ୍ତା ବିଜୟୀ ହୋଇଛନ୍ତି । କ୍ବାର୍ଟରରେ ଉଭୟ ଷଷ୍ଠ ସିଡ୍‌ ଡେମି ସ୍କଚର୍ସ ଏବଂ ହେନ୍‌ରି କୋଣ୍ଟିନେନ୍‌ଙ୍କ ଯୋଡିଙ୍କୁ ଭେଟିବେ । ଅନ୍ୟ ଏକ ପ୍ରି କ୍ବାର୍ଟର ମ୍ୟାଚ୍‌ରେ ଜେମି ମୁରେ ଏବଂ ବେଥାନୀ ମାଟେକ୍‌ ସ୍ୟାଣ୍ଡସ୍‌ ବିଜୟୀ ହୋଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026

ଆଜି ଜୁନ୍ ୨୧ ରବିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 21, 2026
Latest News

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026

ଆଜି ଜୁନ୍ ୨୧ ରବିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 21, 2026

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.