Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକ୍ସନ ମୋଡ଼ରେ ଟ୍ରାଫିକ୍‌ ପୋଲିସ୍‌ : ଅଟୋଚାଳକକୁ ୪୭ ହଜାର ୫୦୦ ଟଙ୍କା ଜରିମାନା
ଆଜିର ଖବର

ଆକ୍ସନ ମୋଡ଼ରେ ଟ୍ରାଫିକ୍‌ ପୋଲିସ୍‌ : ଅଟୋଚାଳକକୁ ୪୭ ହଜାର ୫୦୦ ଟଙ୍କା ଜରିମାନା

September 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜଧାନୀରେ ଅଟୋ ଚାଳକଙ୍କୁ ୪୭ ହଜାର ଟଙ୍କାର ଜରିମାନା ।  ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ପୋଲିସ ଆକ୍ସନ ମୋଡରେ ରହିଛି । ଓଡିଶାରେ ମଧ୍ୟ ଏହି ନୂଆ ନିୟମ କଡାକଡି ଭାବେ ପାଳନ କରାଯାଉଛି । ଆଜି ଏହି ଚେକିଂ ସମୟରେ ପୋଲିସ ଜାଲରେ ପଡିଛନ୍ତି ଜଣେ ଅଟୋ ଚାଳକ । ଆଜି ଦିନବେଳେ ରାଜଧାନୀର ଆଚାର୍ଯ୍ୟ ବିହାର ଅଂଚଳରେ ଚେକିଂ ଚାଲୁଥିଲା । ଏହି ସମୟରେ ଜଣେ ଅଟୋ ଚାଳକ ପୋଲିସକୁ ଦେଖି ଘାବରାଇ ଯାଇଥିଲେ । ପରେ ପୋଲିସ ହାତରେ ଧରା ପଡିଥିଲ। ପ୍ରଥମେ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କୁ ୫ହଜାର ଟଙ୍କା ଫାଇନ ପକାଯାଇଥିଲା । ପରେ ଅଟୋର କାଗଜ ପତ୍ର, ରେଜିଷ୍ଟ୍ରେସନ, ଇନ୍ସୁରାନ୍ସ ଆଦି ଠିକ ନଥିବା ପୋଲିସକୁ ଜାଣିବାକୁ ମିଳିଥିଲା । ଫଳରେ ନୂଆ ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ତାଙ୍କୁ ଆହୁରି ଆରଟିଓ ପକ୍ଷରୁ ସର୍ବମୋଟ ୪୭ ହଜାର ୫୦୦ ଟଙ୍କା ଫାଇନ ଲଗାଯାଇଥିଲା । ସର୍ବମୋଟ ୮ଟି ନିୟମ ଭାଙ୍ଗିଥିବାର ଅଭିଯୋଗ ରହିଛି ଏହି ଅଟୋଚାଳକଙ୍କ ଉପରେ ।   ଏପରି ଭାବେ ଅଟୋ ଚାଳକଙ୍କୁ ମୋଟ ୪୭ ହଜାର ୫୦୦ ଟଙ୍କାର ଫାଇନ ଦେବାକୁ ପଡିବ । ଗଣେଶ ପୂଜା ଓ ନୂଆଖାଇଁ ପାଇଁ ଜରିମାନା ଆଦାୟ ବନ୍ଦ ରହିଥିବା ବେଳେ ଆଜି ପୁଣି କମିଶନରେଟ ପୋଲିସ ଜୋରଦାର ଚେକିଂ ଆରମ୍ଭ କରିଛି । ହେଲମେଟ୍ ସମେତ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ, ଇନ୍ସୁରାନ୍ସ ଆଦି ଚେକିଂ କରାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.