Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜରିମାନା ଟ୍ରାଫିକ୍‌ ବ୍ୟବସ୍ଥାରେ ସଚେତନତା ଆଣିବ : ଗଡକରୀ
ଆଜିର ଖବର

ଜରିମାନା ଟ୍ରାଫିକ୍‌ ବ୍ୟବସ୍ଥାରେ ସଚେତନତା ଆଣିବ : ଗଡକରୀ

September 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୀତିନ୍ ଗଡକରୀ
ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

ଟ୍ରାଫିକ ଜରିମାନା ଆଦାୟକୁ ନେଇ ନିଜର ମତାମତ ଦେଇଛନ୍ତି କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଲୋକଙ୍କ ପାଇଁ ଧନଠାରୁ ଜୀବନ ବେଶୀ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଗଡକରି କହିଛନ୍ତି ଯେ, ଲୋକମାନେ ନିୟମ ଭାଙ୍ଗୁଛନ୍ତି ତେଣୁ ସେମାନଙ୍କୁ ଜରିମାନା ଦେବାକୁ ପଡୁଛି । ମାତ୍ର ଯଦି କେହି ନିୟମ ନଭାଙ୍ଗନ୍ତି ତେବେ କାହାରିକୁ ଜରିମାନା ଭରିବାକୁ ପଡିବ ନାହିଁ । ଜରିମାନା ଟ୍ରାଫିକ୍‌ ବ୍ୟବସ୍ଥାରେ ସଚେତନତା ଆଣିବ ବୋଲି କହିଛନ୍ତି ଗଡକରୀ । ରେଡ୍ ଲାଇଟ ନିୟମ ଭାଙ୍ଗିବା ହେତୁ ଦୁର୍ଘଟଣା ହେଉଛି ଏବଂ ଜୀବନ ହାନୀ ହେଉଛି । ଯଦି ସେମାନେ ଆାଇନକୁ  ଡରିବେ ତେବେ ନିୟମର ପାଳନ କରିବେ  । ଆଗରୁ ଜରିମାନା ରାଶି କମ୍ ଥିବାରୁ ନିୟମ ଭାଙ୍ଗୁ ଥିଲେ । ଏବେ ନିୟମ କଡାକଡି ହୋଇଛି  । ତେଣୁ ନିୟମ ଭାଙ୍ଗିବା ପୂର୍ବରୁ ଲୋକେ ଶହେ ଥର ଚିନ୍ତା କରିବେ । ଏହି ଜରିମାନା ବିଚାର କରି ଲାଗୁ ହୋଇଛି  । ଏହା ଆାସିବା ପେର ଲୋକ ହେଲମେଟ,ଲାଇସେନ୍ସ ଓ ବୀମା ପାଇଁ ସଚେତନ ହୋଇଛନ୍ତି  । ଏହା ଦ୍ବାର ହଜାର ହଜାର ଜୀବନ ବଞ୍ଚିଯିବ । ଲୋକ ତାଙ୍କର ଏହି ନୂତନ ଚିନ୍ତାଧାରା ସମାଲୋଚନା କରୁଛନ୍ତି କିନ୍ତୁ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ନିୟମ ରହିବା ଅପରିହାର୍ଯ୍ୟ ବୋଲି ଗଡକରୀ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026
Latest News

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.