Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ : ସର୍ବିଆକୁ 4-2ରେ ପରାସ୍ତ କଲା ପର୍ତ୍ତୁଗାଲ
ଆଜିର ଖବର

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ : ସର୍ବିଆକୁ 4-2ରେ ପରାସ୍ତ କଲା ପର୍ତ୍ତୁଗାଲ

September 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ୟୁରୋ କପ୍‌ 2020ର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସର୍ବିଆକୁ 4-2 ଗୋଲ୍‌ରେ ପରାସ୍ତ କରିଛି ପର୍ତ୍ତୁଗାଲ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍‌ କାର୍ଭାଲୋ, ଗୋନ୍‌କାଲୋ ଗୁଏଡେସ୍‌, କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବର୍ଣ୍ଣାର୍ଡୋ ସିଲ୍‌ଭା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍‌ କାର୍ଭାଲୋ ମ୍ୟାଚ୍‌ର 42 ତମ ମିନିଟ୍‌ରେ ଗୋଲ ସ୍କୋର କରିଥିବା ବେଳେ ଗୋନ୍‌କାଲୋ ଗୁଏଡେସ୍‌ ମ୍ୟାଚ୍‌ର 58 ତମ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ । ଏହାପରେ ମ୍ୟାଚ୍‌ର 68 ତମ ମିନିଟ୍‌ରେ ନିକୋଲା ମିଲେଙ୍କାଭିକ୍ ଗୋଲ ସ୍କୋର କରି ମ୍ୟାଚ୍‌କୁ 2-1 ବ୍ୟବଧାନକୁ ଆଣିଥିଲେ । ଏହାପରେ ମ୍ୟାଚ୍‌ର 80 ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ଜରିଆରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ ସ୍କୋର କରି ଦଳର ଅଗ୍ରଣୀକୁ 3-1କୁ ବଢାଇଥିବା ବେଳେ 85 ତମ ମିନିଟ୍‌ରେ ଆଲେକ୍ଜାଣ୍ଡର ମିଟ୍ରୋଭିକ୍‌ ଗୋଲ୍‌ ସ୍କୋର କରି ମ୍ୟାଚ୍‌କୁ 3-2କୁ ନେଇ ଆସିଥିଲେ । ଏକ ମିନିଟ୍‌ ବ୍ୟବଧାନରେ ବର୍ଣ୍ଣାର୍ଡୋ ସିଲ୍‌ଭା ଅନ୍ତିମ ଗୋଲ ସ୍କୋର କରି ଦଳର ବିଜୟରେ ମୁଣ୍ଡି ମାରିଥିଲେ । ପର୍ତ୍ତୁଗାଲ ନିଜର ପରବର୍ତ୍ତୀ ମ୍ୟାଚ୍‌ ଲିଥୁଆନିଆ ବିପକ୍ଷରେ 11 ତାରିଖ ଦିନ ଖେଳିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026
Latest News

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.