Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଟ୍ରିପଲ ମର୍ଡର : ହତ୍ୟା କରିଥିବା ନେଇ ବାପାଙ୍କ ସୂଚନା
ଆଜିର ଖବର

କଳାହାଣ୍ଡି ଟ୍ରିପଲ ମର୍ଡର : ହତ୍ୟା କରିଥିବା ନେଇ ବାପାଙ୍କ ସୂଚନା

September 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗତକାଲି ସିଝରଣରେ ଘଟିଥିବା ଟ୍ରିପଲ୍‌ ମର୍ଡରରେ ହତ୍ୟାକାରୀର ସୂଚନା ମିଳିଛି । ପରକୀୟା ପ୍ରୀତି କାରଣରୁ ପତ୍ନୀ ଏବଂ ଦୁଇ ପୁଅକୁ ହତ୍ୟା କରିଥିବା ନେଇ ପିତା ସ୍ବୀକାର କରିଛି । ଗତକାଲି ଘଟିଥିବା ହତ୍ୟାକାଣ୍ଡରେ ଦୁଇ ପୁତ୍ରଙ୍କୁ ଘର ଭିତରେ ଗଳା କାଟି ହତ୍ୟା କରାଯାଇଥିବା ବେଳେ ସ୍ତ୍ରୀକୁ ମାରି ରେଳ ଲାଇନ୍‌ରେ ଫିଙ୍ଗକାଯାଇଥିଲା । ଅଭିଯୁକ୍ତ ପିତାର ସ୍ବୀକୋରକ୍ତି ଅନୁଯାୟୀ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ରେଳ ଲାଇନ୍‌ରେ ପକାଇବା ପରେ ଘରକୁ ଫେରି ଦୁଇ ପିଲାଙ୍କୁ ଗଳାକାଟି ହତ୍ୟା କରିଥିଲା । ନିଜର ପରକୀୟା ପ୍ରୀତି କାରଣରୁ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିବା ନେଇ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026

‘ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ଅଭିଯୋଗ ନାହିଁ’: ଧାରଣା ମଧ୍ୟରେ ଦିଲ୍ଲୀ ପୋଲିସର ବଡ଼ ଦାବି

August 21, 2026

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026
Latest News

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026

‘ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ଅଭିଯୋଗ ନାହିଁ’: ଧାରଣା ମଧ୍ୟରେ ଦିଲ୍ଲୀ ପୋଲିସର ବଡ଼ ଦାବି

August 21, 2026

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.