Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଭ – ସେକ୍ସ- ଧୋକ୍କାରେ ସେଞ୍ଚୁରୀ : ଧରା ପଡ଼ିଲା ୪୨୦ ପ୍ରେମିକ
ଆଜିର ଖବର

ଲଭ – ସେକ୍ସ- ଧୋକ୍କାରେ ସେଞ୍ଚୁରୀ : ଧରା ପଡ଼ିଲା ୪୨୦ ପ୍ରେମିକ

September 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସାମ୍ନାକୁ ଆସିଲା ଏପରି ଜଣେ ମହାନ୍‌ ଧୋକାବାଜ୍‌ଙ୍କ କଳା କାରନାମା । ଏହି ବ୍ୟକ୍ତିଜଣକ ଶତାଧିକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ କରିଛନ୍ତି ଲୁଟ୍‌ପାଟ ।  ଏପରିକି ଥରେ ଗିରଫ ହୋଇଥିଲେ ବି ଧୋକ୍କା ଦେବାର ନିଶା ତୁଟିନି । ସମ୍ପୃକ୍ତ ଯୁବକ ଜଣକ କନ୍ଧମାଳର ହୋଇଥିବାବେଳେ ଏହି ଯୁବକଙ୍କ ନାଁରେ ବହୁ ମହିଳା ଫେରାଦ ହୋଇଛନ୍ତି । ଉକ୍ତ ଯୁବକ ଜଣକ ସ୍ବାମୀ ପରିତ୍ୟକ୍ତା ଓ ବିଧବା ମହିଳାଙ୍କୁ ଟାର୍ଗେଟ୍‌ କରି ପ୍ରେମ ଜାଲରେ ପକାଇ ଶାରିରୀକ ସମ୍ପର୍କ ରଖିଥାଏ ।  ପରେ ପରେ ବେଳକାଳ ଉଣ୍ଡି ମହିଳାଙ୍କ ପାଖରେ ଥିବା ସମସ୍ତ ସମ୍ପତ୍ତିକୁ ହାତେଇ ନେଇଥାଏ ଏହି ଯୁବକ ଜଣକ । ସବୁ ପାଇଗଲା ପରେ ପୁଣି ଥରେ ଆଉ ଏକ ଶିକାରୀ ସନ୍ଧାନରେ ବାହାରିଥାଏ ଏହି ଯୁବକଜଣକ । ପୂର୍ବରୁ ଏପରି ଏକ ଅଭିଯୋଗ ମହିଳାଥାନାରେ ହୋଇଥିବା ପରେ ଗିରଫ ହୋଇଥିଲା ସମ୍ପୃକ୍ତ ଯୁବକ ଜଣକ ।  ପରେ ଜାମିନ୍‌ରେ ମୁକୁଳି ପୁଣି ଥରେ ଏପରି କଳାଧନ୍ଦା ଚଳାଇଥିବାର ଅଭିଯୋଗ ହୋଇଛି । ଏହି ୪୨୦ ପ୍ରେମିକ ଜଣକ ଏବେ ପୋଲିସ୍‌ ହାତରେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026
Latest News

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.