Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ମାନେ ଦୁର୍ଘଟଣା ପାଇଁ ଦାୟୀ ରହିବେ : ଗଡକରୀ
ଆଜିର ଖବର

ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ମାନେ ଦୁର୍ଘଟଣା ପାଇଁ ଦାୟୀ ରହିବେ : ଗଡକରୀ

September 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୀତିନ୍ ଗଡକରୀ
ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ନୂତନ ମୋଟର ଯାନ ଆଇନକୁ ବିଭିନ୍ନ ରାଜ୍ୟ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ନିଜର ମତ ରଖିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ କହିଛନ୍ତି ଯଦି ରାଜ୍ୟ ମାନେ ଏହି ନିୟମ ଲାଗୁ କରିବା ନେଇ କୋହଳ ମନୋଭାବ ପ୍ରଦର୍ଶନ କରନ୍ତି ତେବେ ବର୍ଦ୍ଧିତ ସଡକ ଦୁର୍ଘଟଣା ପାଇଁ ରାଜ୍ୟ ମାନେ ଦାୟୀ ରହିବେ । ଅର୍ଥ କଦାପି ମାନବ ଜୀବନଠାରୁ ମୂଲ୍ୟବାନ ନୁହେଁ ଏବଂ ସମସ୍ତ ରାଜ୍ୟ ସରକାର ଏହା ବିଚାର କରିବା ଉଚିତ୍‌ ବୋଲି ଗଡକରୀ କହିଛନ୍ତି । ଲୋକଙ୍କ ମନରେ ଆଇନ ପ୍ରତି ଭୟ ରହିବା ଉଚିତ୍‌ । ନିର୍ଭୟା ମାମଲା ପରେ ଦୁଷ୍କର୍ମକାରୀଙ୍କୁ କାହିଁକି ଫାଶୀ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ଗଡକରୀ । ଦଣ୍ଡ ଦୃଷ୍ଟାନ୍ତମୂଳକ ହେଲେ ଏହା ଉଭୟ ଭୟ ଏବଂ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ । ବୁଧବାର ବିଜେପି ଶାସିତ ଗୁଜରାଟରେ ଜରିମାନାକୁ 90 ପ୍ରତିଶତ ହ୍ରାସ କରାଯାଇଥିଲା । ଏହାକୁ ସମାଲୋଚନା କରିଛନ୍ତି ଗଡକରୀ । ଦେଶରେ ବର୍ଷକୁ ଦେଢ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି ଏବଂ ତନ୍ମଧ୍ୟରୁ 65 ପ୍ରତିଶତ ହେଉଛନ୍ତି 18-35 ବର୍ଷ ବର୍ଗର । ଏହି ପରି ଦୁର୍ଘଟଣାକୁ ଏଡେଇବା ନିମନ୍ତେ ଜରିମାନାର ଭୟ ଆବଶ୍ୟକ ବୋଲି ଗଡକରୀ କହିଛନ୍ତି । ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ଗଡକରୀ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାପା ପୁଅକୁ ହତ୍ୟା ଉଦ୍ୟମ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 21, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026

‘ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ’: ଧାରଣା ମଧ୍ୟରେ ଦିଲ୍ଲୀ ପୋଲିସର ଦାବି

August 21, 2026
Latest News

ବାପା ପୁଅକୁ ହତ୍ୟା ଉଦ୍ୟମ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 21, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026

‘ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ’: ଧାରଣା ମଧ୍ୟରେ ଦିଲ୍ଲୀ ପୋଲିସର ଦାବି

August 21, 2026

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.