Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିର ‘ସେବା ସପ୍ତାହ’ ଅଭିଯାନ ଶୁଭାରମ୍ଭ, ଏମ୍ସରେ ସ୍ୱଚ୍ଛତା ଅଭିଯାନରେ ଭାଗ ନେଲେ ଶାହା ଓ ନଡ୍ଡା
ଆଜିର ଖବର

ବିଜେପିର ‘ସେବା ସପ୍ତାହ’ ଅଭିଯାନ ଶୁଭାରମ୍ଭ, ଏମ୍ସରେ ସ୍ୱଚ୍ଛତା ଅଭିଯାନରେ ଭାଗ ନେଲେ ଶାହା ଓ ନଡ୍ଡା

September 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଶନିବାର ଠାରୁ ସେବା ସପ୍ତାହ ଭାବେ ପାଳନ କରୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପୂର୍ବାହ୍ଣରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଏଠାରେ ଅମିତ ଶାହା ରୋଗୀଙ୍କ ସାକ୍ଷାତ କରି ଫଳ ବାଣ୍ଟିବା ସହିତ ସଫାଇ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍‌, ଦିଲ୍ଲୀ ବିଧାୟକ ବିଜେନ୍ଦ୍ର ଗୁପ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ସେପ୍ଟେମ୍ବର ୧୭ ତାରିଖରେ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ସେପ୍ଟେମ୍ବର ୧୪ରୁ ୨୦ ଯାଏଁ ସେବା ସପ୍ତାହ ପାଳନ କରୁଛି । ଏହି ଅବସରରେ ସ୍ୱଚ୍ଛତା ହିଁ ସେବା, ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ମୁକ୍ତି, ଜଳ ସଂରକ୍ଷଣ ଓ ସମ୍ବର୍ଦ୍ଧନ ସଂକଳ୍ପ ଲୋକଙ୍କ ନିକଟକୁ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ବିଜେପି କହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026

‘ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ଅଭିଯୋଗ ନାହିଁ’: ଧାରଣା ମଧ୍ୟରେ ଦିଲ୍ଲୀ ପୋଲିସର ବଡ଼ ଦାବି

August 21, 2026

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026
Latest News

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026

‘ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ଅଭିଯୋଗ ନାହିଁ’: ଧାରଣା ମଧ୍ୟରେ ଦିଲ୍ଲୀ ପୋଲିସର ବଡ଼ ଦାବି

August 21, 2026

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.