Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର : 1 ଗିରଫ, 4 ଫେରାର
ଆଜିର ଖବର

କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର : 1 ଗିରଫ, 4 ଫେରାର

September 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏନକାଉଣ୍ଟର
ବଙ୍ଗଳାରେ ନାବାଳିକା ଗଣଦୁଷ୍କର୍ମ-ହତ୍ୟା ମାମଲା: ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

କେନ୍ଦ୍ରାପଡା ପୋଲିସ୍‌ ପକ୍ଷରୁ ଏକ ଏନ୍‌କାଉଣ୍ଟର କରାଯାଇଛି । ଏହି ଏନ୍‌କାଉଣ୍ଟରରେ ଜଣେ ଅପରାଧୀକୁ ପୋଲିସ୍‌ ଗିରଫ କରିଥିବା ବେଳେ 4 ଜଣ ଅପରାଧୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅପରାଧୀ ମାନେ ଡକାୟତି କରି ଫେରାର ହେବାର ଉଦ୍ୟମ କରୁଥିବା ବେଳେ ଏହି ଏନ୍‌କାଉଣ୍ଟର ଘଟିଥିଲା । ଆହତ ଅପରାଧୀ ଜଣକ ହେଉଛି ହୃଷୀକେଶ ମଲ୍ଲିକ । ଆଳିର ଜୁଆଣିଆର ଏକ ପରିବାରରୁ ଭତିନି ଜଣଙ୍କୁ ହାଣି ସୁନା ଗହଣା ଲୁଟ କରି ଏହି 5 ଜଣ ଫେରାର ହେଇଯାଇଥିବା ବେଳେ ପିଛା କରି ପୋଲିସ୍‌ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଥିଲା । ହୃଷୀକେଶ ଗୁରୁତର ଭାବରେ ଆହତ ହୋଇଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

“ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରନ୍ତୁ ନାହିଁ,”: ଇରାନର ବୈଦେଶିକ ମନ୍ତ୍ରୀଙ୍କୁ କହିଲେ ଜୟଶଙ୍କର

August 1, 2026

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

August 1, 2026

ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର

August 1, 2026

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026
Latest News

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

“ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରନ୍ତୁ ନାହିଁ,”: ଇରାନର ବୈଦେଶିକ ମନ୍ତ୍ରୀଙ୍କୁ କହିଲେ ଜୟଶଙ୍କର

August 1, 2026

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

August 1, 2026

ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର

August 1, 2026

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.