Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ମା ଭଗବତୀଙ୍କ ପୀଠରେ ଆରମ୍ଭ ହେଲା ପାର୍ବଣ ପୂଜା, ଅନୁଷ୍ଠିତ ହେଲା ଭଗବତୀ-ବିରଜାଈଙ୍କ ଭେଟ
ଆଜିର ଖବର

ବାଣପୁର ମା ଭଗବତୀଙ୍କ ପୀଠରେ ଆରମ୍ଭ ହେଲା ପାର୍ବଣ ପୂଜା, ଅନୁଷ୍ଠିତ ହେଲା ଭଗବତୀ-ବିରଜାଈଙ୍କ ଭେଟ

September 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡିଶାର ପ୍ରତିଷ୍ଠିତ ଠାକୁରାଣୀ ବାଣପୁର ମା ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ପାର୍ବଣ ପୂଜା। ସାଧାରଣତଃ ମା ଭଗବତୀଙ୍କ ପୀଠରେ ମୁଳାଷ୍ଠମୀରୁ ଏହି ସ୍ବତନ୍ତ୍ର ପୂଜାବିଧୀ ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରେ ମହାଳୟା ଦିନ ଏହି ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରଂପରା। ଯାହାକୁ କୁହାଯାଇ ଦୁଇ ଠାକୁରାଣୀ ଭଉଣୀଙ୍କ ମଧ୍ୟରେ ଭେଟ। ବଡ ଭଉଣୀ ବିରଜାଈ ଏବଂ ସାନ ଭଉଣୀ ଭଗବତୀଙ୍କ ମଧ୍ୟରେ ଭେଟ ହୋଇଥାଏ। ସେଥିପାଇଁ ସ୍ଥାନୀୟ ଜନସାଧାରଣ ଏହି ମହାଳୟା ଅମବାସ୍ୟାକୁ ଭେଟ ଅମବାସ୍ୟା ବୋଲି ମଧ୍ୟ କହିଥାନ୍ତି। ପାର୍ବଣ ଋତୁ ଆରମ୍ଭ ହୋଇଗଲେ ମା ବିରଜାଈଙ୍କୁ ମା ଭଗବତୀ ନିମନ୍ତ୍ରଣ କରି ବାଣପୁରକୁ ଆଣିଥାନ୍ତି। ଫଳରେ ମା ବିରଜାଈ ବାଣପୁରର ସାତବଖରା ଘରେ ରହିଥାନ୍ତି। ସଂଧ୍ୟ୍ୟା ହେଲେ ଉଭୟ ଠାକୁରାଣୀ ପୃଥକ ପୃଥକ ଶୋଭାଯାତ୍ରାରେ ଆସି ବାଣପୁର ବଜାରରେ ଏକାଠି ହୋଇଥାନ୍ତି। ଦୁଇ ଠାକୁରାଣୀ ଉଭଣୀଙ୍କ ଭେଟ ସମୟରେ ଘଣ୍ଟଘଣ୍ଟା କାହାଳୀ ସହିତ ହରିବୋଲ ହୁଳହୁଳିରେ ବାଣପୁର ବଜାର ପ୍ରକମ୍ପିତ ହୋଇ ଉଠେ। ସେଥିପାଇଁ ପ୍ରତି ବର୍ଷ ଏହି ଠାକୁରାଣୀ ଭଉଣୀଙ୍କ ଭେଟ ଦେଖିବା ପାଇଁ ପାଖ ଅଞ୍ଚଳର ବହୁ ଲୋକ ରୁଣ୍ଡ ହୋଇଥାନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Latest News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.