Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀତି ଆୟୋଗର ସ୍କୁଲ ଶିକ୍ଷା ସୂଚକାଙ୍କ : କେରଳ ସର୍ବାଗ୍ର, ସବାଶେଷରେ ରହିଛି ୟୁପି
ଆଜିର ଖବର

ନୀତି ଆୟୋଗର ସ୍କୁଲ ଶିକ୍ଷା ସୂଚକାଙ୍କ : କେରଳ ସର୍ବାଗ୍ର, ସବାଶେଷରେ ରହିଛି ୟୁପି

October 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୀତି ଆୟୋଗ ୨୦୧୬-୧୭ ବର୍ଷ ପାଇଁ ସ୍କୁଲ ଶିକ୍ଷା କ୍ବାଲିଟିର ରାକିଂ ଜାରି କରିଛନ୍ତି । ଏହି ରାକିଂରେ ଦେଶର ୨୦ଟି ବଡ଼ ବଡ଼ ରାଜ୍ୟକୁ ସ୍ଥାନିତ କରାଯାଇଛି । ଏହି ସୂଚକାଙ୍କରେ ପ୍ରଥମ ସ୍ଥାନରେ କେରଳ ରହିଥିବାବେଳେ ଅନ୍ତିମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଦ୍ବିତୀୟ ଏବଂ ତୃତୀୟସ୍ଥାନରେ ରହିଛନ୍ତି ରାଜସ୍ଥାନ ଓ କର୍ଣ୍ଣାଟକ । ଏହି ରିପୋର୍ଟ ଅନୁସାରେ କେରଳର ସ୍କୋର ୭୬.୬ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶର ସ୍କୋର ୩୬.୪ ପ୍ରତିଶ ରିହଛି । ‘ଦ ସକ୍ସସେସ୍‌ ଅଫ୍‌ ଓ୍ବାର ସ୍କୁଲସ-ସ୍କୁଲ ଏଜୁକେସନ୍‌ କ୍ବାଲିଟି ଇଣ୍ଡେକ୍ସ’  ଆଧାରରେ ଏହି ରିପୋର୍ଟ ଜାରି କରାଯାଇଛି ।  ନୀତି ଆୟୋଗ, ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଓ ବିଶ୍ବବ୍ୟାଙ୍କ ଯୁଗ୍ମ ରୂପେ ଏହି ରିପୋର୍ଟକୁ ଜାରି କରିଛନ୍ତି । ସ୍କୁଲରେ ପିଲାଙ୍କ ଶିଖିବାର ପରିଣାମ ଉପରେ ଏହି ରିପୋର୍ଟ ଆଧାରିତ ହୋଇଛି ।

ଏହି ଇଣ୍ଡେକ୍ସରେ ୨୦୧୫-୧୬ ଆଧାର ବର୍ଷ ରୂପେ ବ୍ୟବହାର କରାଯାଇଛି । ରିପୋର୍ଟ ଅନୁସାରେ ଛୋଟ ରାଜ୍ୟ ତଥା ମଣିପୁର, ତ୍ରିପୁର ଓ ଗୋଆ ଆଦି ଭିତରେ ମଣିପୁରକୁ ପ୍ରଥମ, ତ୍ରିପୁରା ଓ ଗୋଆକୁ ଦ୍ବିତୀୟ ଓ ତୃତୀୟ ସ୍ଥାନ ମିଳିଛି । ସେହିପରି କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ଚଣ୍ଡୀଗଡ଼କୁ ପ୍ରଥମ ସ୍ଥାନ ମିଳିଥିବାବେଳେ ଏହା ତଳକୁ ରହିଛନ୍ତି ଦାଦର ନଗର ହାବେଳୀ, ଦିଲ୍ଲୀ, ପୁଡୁଚେରୀ, ଦାମନ ଔର ଡିଉ, ଆଣ୍ଡାମାନ୍‌ ନିକୋବର ଓ ଲାକ୍ଷାଦୀପ ସାମିଲ୍‌ ହୋଇଛନ୍ତି । ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶ ମଧ୍ୟ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.