Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଦ୍ୟପଙ୍କ ପାଇଁ ଖୁସିଖବର : ଦିଲ୍ଲୀରେ ଶସ୍ତା ହେବ ବିଦେଶୀ ମଦ
ଆଜିର ଖବର

ମଦ୍ୟପଙ୍କ ପାଇଁ ଖୁସିଖବର : ଦିଲ୍ଲୀରେ ଶସ୍ତା ହେବ ବିଦେଶୀ ମଦ

October 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବାକୁ ଯାଉଛି । ଦୀପାବଳି ଅବସରରେ ବିଭିନ୍ନ ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବ ବୋଲି ଜଣାପଡିଛି । ଚିଭାସ୍‌ ରେଗାଲ୍‌, ବାଲାଣ୍ଟିନେସ ଫିନେଷ୍ଟ ଏବଂ ଆବସଲ୍ୟୁଟ୍‌ ଭୋଡ୍‌କାର ମୂଲ୍ୟରେ ହ୍ରାସ କରାଯାଇଛି । 750 ମିଲି ଆବସଲ୍ୟୁଟ୍‌ ଭୋଡ୍‌କାର ମୂଲ୍ୟ ପୂର୍ବରୁ 1800 ଟଙ୍କାର ରହିଥିବା ବେଳେ ଏହା 14 ଶହ ଟଙ୍କାକୁ ହ୍ରାସ ପାଇଛି । ବାଲାଣ୍ଟିନେସ ଫିନେଷ୍ଟର ମୂଲ୍ୟ18 ଶହ ଟଙ୍କାରୁ 1350ଟଙ୍କାକୁ ହ୍ରାସ ପାଇଛି । ସେହିପରି ଚିଭାସ୍‌ ରେଗାଲ୍‌ର ମୂଲ୍ୟ 3850 ଟଙ୍କାରୁ 2800 ଟଙ୍କାକୁ ହ୍ରାସ ପାଇଛି । ଏହି ମୂଲ୍ୟ ଦୀପାବଳିର ପରବର୍ତ୍ତୀ ଏକ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରକାଶ ପାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ତିନି ସପ୍ତାହ ପାଇଁ ମଦ ଉପରେ ଆୟକର ବ୍ୟବସ୍ଥାକୁ ଦିଲ୍ଲୀ ସରକାର ହ୍ରାସ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.