Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧୁମ୍‌-୪’ରେ ଖିଲାଡି କୁମାର ଅକ୍ଷୟ !
ଆଜିର ଖବର

ଧୁମ୍‌-୪’ରେ ଖିଲାଡି କୁମାର ଅକ୍ଷୟ !

October 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ୍‌ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ଧୁମ୍‌ ସିରିଜ୍‌ର ଚତୁର୍ଥ ସଂସ୍କରଣରେ ନଜର ଆସିବେ ବୋଲି ସୂଚନା ରହିଛି । ୟଶ୍‌ରାଜ୍‌ ବ୍ୟାନର୍‌ରେ ପ୍ରସ୍ତୁତି ଆକ୍ସନ ଥ୍ରିଲର୍‌ ‘ଧୁମ୍‌’ର ସମସ୍ତ ସିରିଜ୍‌ ବଲିଉଡ୍‌ରେ ସୁପରହିଟ ରହିଛି ।  ତେବେ ଫିଲ୍ମର ଚଳିତ ସିଜିନ୍‌ର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଚରିତ୍ର ହେଉଛି ଖଳନାୟକ । ‘ଧୁମ୍‌’ରେ ଜନ୍‌ ଆବ୍ରାହମ୍‌, ଧୁମ୍‌ -୨’ରେ ହ୍ରିଥିକ୍‌ ରୋଶନ୍‌, ‘ଧୁମ୍‌-୩’ରେ ଆମୀର ଖାନ୍‌ ପ୍ରମୁଖ ଏହି ଭୂମିକାରେ ନଜର ଆସିଛନ୍ତି । ତେବେ ଏହି ସିରିଜ୍‌ରେ କିଏ ଖଳନାୟକ ହେବ, ତାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି । ଏଥର ଏହି ସିରିଜ୍‌ରେ ଅକ୍ଷୟ କୁମାର ନଜର ଆସିବେ ବୋଲି ଜଣାପଡିଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାତା ଏହି ଫିଲ୍ମର ଲିଡ୍‌ କ୍ୟାରେକ୍ଟର୍ ଓ ସମସ୍ତ ଷ୍ଟାର୍ କାଷ୍ଟ୍‌ଙ୍କ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.