Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଶପଥ ନେବେ ବିଧାୟକ, ଉପମୁଖ୍ୟମନ୍ତ୍ରୀ ଦପ୍ତରରେ ଦୁଷ୍ୟନ୍ତ
ଆଜିର ଖବର

ଆଜି ଶପଥ ନେବେ ବିଧାୟକ, ଉପମୁଖ୍ୟମନ୍ତ୍ରୀ ଦପ୍ତରରେ ଦୁଷ୍ୟନ୍ତ

November 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ହରିୟାଣାର ବିଧାନସଭାର ଅଧ୍ୟକ୍ଷ ରୂପେ ଜ୍ଞାନ ଚାନ୍ଦ ଗୁପ୍ତାଙ୍କ ନାମ ସର୍ବାଗ୍ରେ ରହିଛି। ପଞ୍ଚକୁଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଜ୍ଞାନ ଚାନ୍ଦ ଗୁପ୍ତାଙ୍କୁ ବିଜେପି ମୋହର ମାରିବେ ବୋଲି ସମ୍ଭାବନା ରହିଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୪୦ଟି ଆସନ ଜିତିଥିବାବେଳେ କଂଗ୍ରେସ ୩୧ଟି, ଜେଜେପି ୧୦ଟି ଓ ଅନ୍ୟାନ୍ୟ ଦଳ ୯ଟି ଆସନ ଜିତିଥିଲେ। ହରିୟାଣାରେ ବିଜେପି ଜେଜେପି ମିଳିତ ଭାବରେ ସରକାର ଗଠନ କରିଛନ୍ତି। ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜେଜେପି ହାତକୁ ଉପମୁଖ୍ୟମନ୍ତ୍ରୀ ପଦବୀ ଯାଇଛନ୍ତି। ଜେଜେପିରେ ମୁଖ୍ୟ ଦୁଷ୍ୟନ୍ତ ସିଂହ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ହରିୟାଣା ସଚିବାଳୟର ପଞ୍ଚମ ମହଲାର ୪୦ ନମ୍ବର କକ୍ଷରେ ଦୁଷ୍ୟନ୍ତ ନିଜ ଦାୟିତ୍ବ ଗ୍ରହଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ଆଜି ବିଧାନସଭାରେ ବିଧାୟକମାନେ ଶପଥଗ୍ରହଣ କରିବେ। ରଘୁବୀର ସିଂ କାଦିୟମ୍‌ ଆଜି ବିଧାୟକଙ୍କୁ ଶପଥ ଗ୍ରହଣ କରାଇବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026
Latest News

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.