Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ପତି ପତ୍ନୀ ଔର ଓ୍ବ’ର ଟ୍ରେଲର୍‌ ରିଲିଜ୍‌ : ଘରବାଲୀ ଓ ବାହାରବାଲୀଙ୍କ ଭିତରେ ଫଶିଛନ୍ତି ଚିଣ୍ଟୁଜୀ
ଆଜିର ଖବର

‘ପତି ପତ୍ନୀ ଔର ଓ୍ବ’ର ଟ୍ରେଲର୍‌ ରିଲିଜ୍‌ : ଘରବାଲୀ ଓ ବାହାରବାଲୀଙ୍କ ଭିତରେ ଫଶିଛନ୍ତି ଚିଣ୍ଟୁଜୀ

November 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କାର୍ତ୍ତିକ ଆର୍ଯ୍ୟନ୍‌, ଭୂମି ପେଡେନ୍‌କର୍‌ ଓ ଅନ୍ୟାପାଣ୍ଡେଙ୍କ ଅଭିନୀତ ରୋମାଣ୍ଟିକ କମେଡ଼ି ‘ପତି ପତ୍ନୀ ଔର ଓ୍ବ’ର ଟ୍ରେଲର ଆଜି ରିଲିଜ୍‌ ହୋଇଯାଇଛି । ଏକ୍ସଟ୍ରା ମ୍ୟାରେଟିଆଲ୍‌ ଅଫେୟାର୍ସ ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲର୍‌ ସୋସିଆଲ ମିଡ଼ିଆରେ ଛାଇ ଯାଇଛି । ୧୯୭୮ ମସିହାରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ରିମେକ୍‌ । ମୂଳ ଫିଲ୍ମରେ ସଞ୍ଜୀବ କପୁର୍‌, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର ଅଭିନୟ କରିଥିଲେ।  ତେବେ ଟ୍ରେଲର୍‌ ରିଲିଜ୍‌ ହେବା ପରେ ଦୁଇ ପ୍ରକାରର କମେଣ୍ଟ ଶୁଣିବାକୁ ମିଳିଛି । କିଛି ଲୋକେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ଅପାରଶକ୍ତି ଖୁରାନାଙ୍କ ଆକ୍ଟିଂକୁ ପସନ୍ଦ କରୁଥିବାବେଳେ ଟ୍ରୋଲର୍ସଙ୍କ ମତରେ ଏଥିରେ କିଛି ନୂଆା ନାହିଁ । ୯୦ଦଶକର ଷ୍ଟୋରୀଲାଇନ୍‌ ପରି ହୋଇଛି ଓ ଆଉଟଡେଟଡ୍‌ ବୋଲି କହୁଛନ୍ତି । ତେବେ ଏହି ଟ୍ରେଲ୍‌ରରେ ଗୋବିନ୍ଦଙ୍କ ଲୋକପ୍ରିୟ ଗୀତ ଆଖିୟୋଁ ସେ ଗୋଲି ମାର୍ ସଙ୍ଗକୁ ନୂଆ ଢଙ୍ଗରେ ଉପସ୍ଥାପିତ କରାଯାଇଛି । ଫିଲ୍ମଟି ଡିସେମ୍ବର ୬ ତାରିଖରେ ରିଲିଜ୍‌ ହେବାକୁ ଥିବାବେଳେ ଏହି ଟ୍ରେଲରରେ କାର୍ତ୍ତିକ ଅର୍ଥାତ୍‌ ଚିଣ୍ଟୁ ତ୍ୟାଗୀ ଘରବାଲୀ ଓ ବାହାରବାଲୀଙ୍କ ଭିତରେ ପେଶି ହେଉଥିବାର ନଜର ଆସିଛନ୍ତି । ପ୍ରଥମଥର ପାଇଁ କାର୍ତ୍ତିକ, ଭୂମି ଓ ଅନ୍ୟାନ୍ୟ ଏକାଠି ନଜର ଆସିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026
Latest News

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.