Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମକୁ ନ୍ୟାୟ ଦରକାର, ସହାୟତା ନୁହେଁ : ଓ୍ବଓ୍ବେସୀ
ଆଜିର ଖବର

ଆମକୁ ନ୍ୟାୟ ଦରକାର, ସହାୟତା ନୁହେଁ : ଓ୍ବଓ୍ବେସୀ

November 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅସଦୁଦ୍ଦିନ ଓୱେସି
ନୀତିଶ ସରକାରଙ୍କୁ ସମର୍ଥନ କରିବେ ଅସଦୁଦ୍ଦିନ ଓୱେସି!: ରଖିଲେ ଏହି ସର୍ତ୍ତ

ଅଯୋଧ୍ୟା ମାମଲାର ଐତିହାସିକ ରାୟ ଆସିବା ପରେ ଭିନ୍ନ ଭିନ୍ନ ମହଲରୁ ସ୍ବାଗତ କରାଯାଇଥିବାବେଳେ ଏଆଇଏମ୍‌ଆଇଏମ୍‌ର ଅଧ୍ୟକ୍ଷ ଅସସିଦ୍ଦୁନ୍‌ ଓ୍ବଓ୍ବେସୀ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଓ୍ବଓେସି କହିଛନ୍ତି ଯେ, ମୁସଲିମ୍‌ ପର୍ସନାଲ୍‌ ଲ୍‌ ବୋର୍ଡ  ପରି ସେ ମଧ୍ୟ ଉଚ୍ଚତମ ନ୍ୟାୟଳୟଙ୍କ ନିଷ୍ପତ୍ତିରେ ସହମତ ନୁହଁନ୍ତି । ନ୍ୟାୟାଳୟଙ୍କ ଦ୍ବାରା ଭୁଲ୍‌ ମଧ୍ୟ ହୋଇପାରେ । ଯିଏ, ବାବ୍ରୀ ମସ୍‌ଜିଦ୍‌ ଭାଙ୍ଗିଥିଲେ, ତାଙ୍କୁ ଟ୍ରଷ୍ଟ କରି ରାମ ମନ୍ଦିର ନିର୍ମାଣ ଦାୟିତ୍ବ ଦିଆଯାଇଛି । ଆମକୁ ଭାରତୀୟ ସମ୍ବିଧାନ ଉପରେ ଭରସା ଅଛି । ଆମେ ଆମ ଅଧିକାର ପାଇଁ ଲଢେଇ କରୁଥିଲୁ । ୫ଏକର ଜମିର ସହାୟତା ଆବଶ୍ୟକ ନାହିଁ ।  ଓ୍ବଓେସୀ କହିଛନ୍ତି ଯେ, ଦେଶର ମୁସଲମାନ ଉତ୍ତରପ୍ରଦେଶରେ ପାଞ୍ଚ ଏକର ଜମି କିଣିପାରିବେ । ଆମର ଲଢେଇ ନ୍ୟାୟ ପାଇ ଥିଲା, ଆମକୁ ସହାୟତା ଆବଶ୍ୟକତା ନାହିଁ । ମୁସଲିମ୍‌ ପର୍ସନାଲ ଲ ବୋର୍ଡ ଏହି ଜମିକୁ ଅଗ୍ରାହ୍ୟ କରିଦେବା ଉଚିତ୍‌ ବୋଲି କହିଛନ୍ତି ଓ୍ବଓ୍ବେସୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026
Latest News

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.