Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»2 ଦିନରୁ ଅଧିକ ଅନୁପସ୍ଥିତ ରହି ପାରିବେନି ବିଧାୟକ
ଆଜିର ଖବର

2 ଦିନରୁ ଅଧିକ ଅନୁପସ୍ଥିତ ରହି ପାରିବେନି ବିଧାୟକ

November 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର-ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି । ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ବିଧାୟକ 2 ଦିନରୁ ଅଧିକ ଦିନ ଛୁଟିରେ ଯିବେ ତାଙ୍କୁ ଅନୁମତି ନେବାକୁ ପଡିବ ବୋଲି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଆଜି ବିଜେଡି ବିଧାୟକ ଦଳର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ପଡିବ । ଏତଦ୍ ବ୍ୟତୀତ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟ ସଚେତକ ସୁପ୍ରିମୋଙ୍କୁ ଦୈନିକ ରିପୋର୍ଟ କରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

‘ସରକାର ବିଶ୍ୱାସଘାତକ କରୁଛନ୍ତି’: CJP ର ଗମ୍ଭୀର ଅଭିଯୋଗ, ପ୍ରତିବାଦ ପାଇଁ ଦେଲା ଚେତାବନୀ

August 23, 2026

ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ର ଆତଙ୍କ!: ଏପର୍ଯ୍ୟନ୍ତ ୧୭୭୭ ମାମଲା ଚିହ୍ନଟ

August 23, 2026

ରାସନ କାର୍ଡ ଧାରକଙ୍କୁ ମିଳୁଛି ଶସ୍ତା ଚିନି: ଜାଣନ୍ତୁ କେଉଁମାନଙ୍କ ପାଇଁ ପ୍ରଯୁଜ୍ୟ?

August 23, 2026

ଅଷ୍ଟ୍ରେଲିଆର ବିଜୟ ପରେ WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ: ଭାରତ ପାଇଁ ଖୁସି ଖବର

August 23, 2026
Latest News

‘ସରକାର ବିଶ୍ୱାସଘାତକ କରୁଛନ୍ତି’: CJP ର ଗମ୍ଭୀର ଅଭିଯୋଗ, ପ୍ରତିବାଦ ପାଇଁ ଦେଲା ଚେତାବନୀ

August 23, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ର ଆତଙ୍କ!: ଏପର୍ଯ୍ୟନ୍ତ ୧୭୭୭ ମାମଲା ଚିହ୍ନଟ

August 23, 2026

ରାସନ କାର୍ଡ ଧାରକଙ୍କୁ ମିଳୁଛି ଶସ୍ତା ଚିନି: ଜାଣନ୍ତୁ କେଉଁମାନଙ୍କ ପାଇଁ ପ୍ରଯୁଜ୍ୟ?

August 23, 2026

ଅଷ୍ଟ୍ରେଲିଆର ବିଜୟ ପରେ WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ: ଭାରତ ପାଇଁ ଖୁସି ଖବର

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.