Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁମ୍‌ରାଙ୍କ ଫିଟ୍‌ନେସ୍‌ ଟେଷ୍ଟ : ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା
ଆଜିର ଖବର

ବୁମ୍‌ରାଙ୍କ ଫିଟ୍‌ନେସ୍‌ ଟେଷ୍ଟ : ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,21/12 : ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଫିଟନେସ୍‌ ଟେଷ୍ଟ ପ୍ରତ୍ୟାଖ୍ୟାନ କରିଥିବା କାରଣରୁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିୟମ ଅନୁସାରେ ଖେଳାଳି ଆହତ ହେଲେ ଜାତୀୟ କ୍ରିକେଟ ଏକାଡେମୀରେ ରହି ସୁସ୍ଥ ହୁଅନ୍ତି । ମାତ୍ର ବୁମ୍‌ରା ବ୍ୟକ୍ତିଗତ ଭାବରେ ଚିକିତ୍ସିତ ହୋଇଥିବାରୁ ଶୁକ୍ରବାର ପରୀକ୍ଷଣ ପାଇଁ ଏନ୍‌ସିଏ ପକ୍ଷରୁ ମନା କରି ଦିଆଯାଇଥିଲା । ବ୍ୟକ୍ତିଗତ ଭାବରେ ବୁମ୍‌ରାଙ୍କୁ ନିଜର ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍‌ ଆଣିବା ପାଇଁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ବିଟ୍ଟରରେ ଦ୍ରାବିଡଙ୍କୁ କ୍ରୀଡାପ୍ରେମୀଙ୍କ ପକ୍ଷରୁ ସମାଲୋଚନା କରାଯାଇଥିଲା । ବିସିସିଆଇର ନିର୍ଦ୍ଦେଶରେ ବୁମ୍‌ରା ବିଶାଖାପଟ୍ଟନମ ଯାଇ ନେଟ୍‌ସରେ ବୋଲିଂ କରିଥିଲେ । ଏହାପରେ ବିସିସିଆଇ ପକ୍ଷରୁ ଏନ୍‌ସିଏ ନିକଟରୁ ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍‌ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିସିସିଆଇ ସିଭାପତି ସୌରଭ ଗାଙ୍ଗୁଲି ଏହି ମାମଲାରେ ଦ୍ରାବିଡଙ୍କ ସହିତ କଥା ହେବେ ବୋଲି କହିଥିବା ବେଳେ ଦ୍ରାବିଡଙ୍କ ପ୍ରତିକ୍ରିୟା ଜଣାପଡି ନାହିଁ । (ଏଜେନ୍ସୀ)

bumrah dravid nca twitter
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026
Latest News

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.