Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଙ୍ଗାମା-୨ର ପ୍ରଥମ ପୋଷ୍ଟର ରିଲିଜ୍‌, ଦେଖିବାକୁ ମିଳିଲା ପରେଶ୍‌ଙ୍କ ସହ ଶିଳ୍ପାଙ୍କ ଯୋଡ଼ି
ଆଜିର ଖବର

ହଙ୍ଗାମା-୨ର ପ୍ରଥମ ପୋଷ୍ଟର ରିଲିଜ୍‌, ଦେଖିବାକୁ ମିଳିଲା ପରେଶ୍‌ଙ୍କ ସହ ଶିଳ୍ପାଙ୍କ ଯୋଡ଼ି

December 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, 24/12: ୨୦୦୩ରେ ଆସିଥିବା  କମେଡି ଫିଲ୍ମ ‘ହଙ୍ଗାମା’ର ଦ୍ବିତୀୟ ସଂସ୍କରଣ ବହୁତ ଶୀଘ୍ର ବକ୍ସ ଅଫିସ୍‌ରେ ରିଲିଜ୍‌ ହେବାକୁ ଯାଉଛି । ଆଜି ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଏହି ପୋଷ୍ଟର ସହିତ ନିର୍ମାତା ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମରେ ବହୁତ ଦିନ ପରେ ଶିଳ୍ପା ସେଟ୍ଟିଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । ଅବଶ୍ୟ ଏହା ପୂର୍ବରୁ କିଛି ଗୀତରେ ତାଙ୍କୁ ଦେଖିବାକୁ ମିଳିଛି । ରିଲିଜ୍‌ ହୋଇଥିବା ପୋଷ୍ଟରରେ ପରେଶ ରାଓ୍ବଲ୍‌ଙ୍କ ସହିତ ଶିଳ୍ପା ସେଟ୍ଟି ଓ ମିଜାନ୍‌ ଜାଫେରୀଙ୍କ ସହିତ ସାଉଥ୍‌ ହିରୋଇନ୍‌ ପ୍ରଣିଥା ସୁବାସ୍‌ ମଧ୍ୟ ନଜର ଆସିଛନ୍ତି। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି 2020 ଅଗଷ୍ଟ 14ରେ ପରଦାକୁ ଆସିବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.